ଅନଶନରତ ଆଜାଦ୍‌ଙ୍କୁ ଭେଟି ନ ପାରି ଫେରିଗଲେ ମା ’ ଓ ଭାଇ

ଭୁବନେଶ୍ୱର: ୫ ଦଫା ଦାବି ନେଇ ଗତ ୩୦ ତାରିଖରୁ ଝାରପଡ଼ା ଜେଲ୍‌ରେ ଟପ୍‌ ମାଓନେତା ଆଜାଦ୍ ଅନଶନ କରୁଛନ୍ତି। ଆଜି ତାଙ୍କୁ ଭେଟିବାକୁ ତାଙ୍କ ମା’ ଓ ଭାଇ  ଜେଲ୍‌କୁ ଆସିଥିଲେ। ତେବେ ଜେଲ୍‌ ମାନୁଆଲ୍ ଅନୁସାରେ  ଆଜାଦ୍‌କୁ ତାର ପରିବାର ଲୋକଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇ ନାହିଁ। ୫ ଦଫା ଦାବି ପୂରଣ ନେଇ ଆଜାଦ୍ ରାଜ୍ୟ ସରକାରଙ୍କୁ ଏକ ଚିଠି  ଲେଖିଛନ୍ତି । ତାଙ୍କୁ ଏଥିରେ ବିଭିନ୍ନ ଜେଲ୍‌ର ୧୨ ଜଣ ଅନ୍ତେବାସୀ […]

mao

mao

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 09:31 AM IST

Sports

Latest News

ଭୁବନେଶ୍ୱର: ୫ ଦଫା ଦାବି ନେଇ ଗତ ୩୦ ତାରିଖରୁ ଝାରପଡ଼ା ଜେଲ୍‌ରେ ଟପ୍‌ ମାଓନେତା ଆଜାଦ୍ ଅନଶନ କରୁଛନ୍ତି। ଆଜି ତାଙ୍କୁ ଭେଟିବାକୁ ତାଙ୍କ ମା’ ଓ ଭାଇ  ଜେଲ୍‌କୁ ଆସିଥିଲେ। ତେବେ ଜେଲ୍‌ ମାନୁଆଲ୍ ଅନୁସାରେ  ଆଜାଦ୍‌କୁ ତାର ପରିବାର ଲୋକଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇ ନାହିଁ।

୫ ଦଫା ଦାବି ପୂରଣ ନେଇ ଆଜାଦ୍ ରାଜ୍ୟ ସରକାରଙ୍କୁ ଏକ ଚିଠି  ଲେଖିଛନ୍ତି । ତାଙ୍କୁ ଏଥିରେ ବିଭିନ୍ନ ଜେଲ୍‌ର ୧୨ ଜଣ ଅନ୍ତେବାସୀ ସମର୍ଥନ ଜଣାଇଛନ୍ତି। ମାଓ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗରେ ପୋଲିସ୍‌ ଗିରଫ କରିବାର ୫ ବର୍ଷ ପରେ ମଧ୍ୟ ତାଙ୍କ ବିରୋଧରେ ଥିବା ମାମଲାର ବିଚାର  ହେଉ ନ ଥିବା ଆଜାଦ୍‌ ଚିଠିରେ ଅଭିଯୋଗ କରିଛନ୍ତି।

ଅନ୍ୟ ଦାବି ଗୁଡ଼ିକ ମଧ୍ୟରେ ରହିଛି ଗିରଫର ୩ରୁ ୬ମାସ ମଧ୍ୟରେ  ଗିରଫ ବ୍ୟକ୍ତି ବିରୋଧରେ ଆସିଥିବା ଅଭିଯୋଗ ଉପରେ ମାମଲା ରୁଜୁ କରାଯାଇ ଅଦାଲତରେ ହାଜର, ଅଦାଲତରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଏବଂ ଜାମିନ୍ ପାଇ କାରାଗାରରୁ ବାହାରିବା ସମୟରେ ଗିରଫ କରାଯାଇ ପୁଣି ମାମଲା ରୁଜୁ କରିବା ବନ୍ଦ ଓ ନିର୍ଦ୍ଧାରିତ ତାରିଖରେ ଅଦାଲତରେ ହାଜର କରାଯିବା ସହ ରାଜନୈତିକ ବନ୍ଦୀର  ମାନ୍ୟତା  ପ୍ରଦାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story