ଅଣ୍ଡା ନିଅ, ଆମର ହୋଇ ଯାଅ !

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଦାଦାଗିରି ସାଙ୍ଗକୁ ପ୍ରଲୋଭନ। ପୁଣି ଓଡ଼ିଶା ସୀମାରେ ପଶି ଆନ୍ଧ୍ର ପ୍ରଦେଶ ସରକାର ଦାଦାଗିରି ଦେଖାଇଛନ୍ତି। ଗଜପତି ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ଷଡ଼ଯନ୍ତ୍ର ଆରମ୍ଭ ରକିଛି ଆନ୍ଧ୍ର। ୨ ଦିନ ତଳେ ସିଲ୍ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ  ଖୋଲିଛି ଆନ୍ଧ୍ର ପ୍ରଶାସନ। ପାଞ୍ଚ ଜଣ ପିଲାଙ୍କୁ ପାଠ ପଢ଼ାଇବା ସହ ଅଣ୍ଡା ବାଣ୍ଟିଛନ୍ତି ଆନ୍ଧ୍ର ଅଧିକାରୀ। ଆନ୍ଧ୍ର ଅଧିକାରୀଙ୍କ ଏଭଳି କାରନାମା ସତ୍ତ୍ୱେ ଓଡ଼ିଶାର କୌଣସି ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି।  […]

6hm-12

6hm-12

Tapas Behera
  • Published: Thursday, 09 September 2021
  • Updated: 09 September 2021, 05:07 PM IST

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଦାଦାଗିରି ସାଙ୍ଗକୁ ପ୍ରଲୋଭନ। ପୁଣି ଓଡ଼ିଶା ସୀମାରେ ପଶି ଆନ୍ଧ୍ର ପ୍ରଦେଶ ସରକାର ଦାଦାଗିରି ଦେଖାଇଛନ୍ତି। ଗଜପତି ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ଷଡ଼ଯନ୍ତ୍ର ଆରମ୍ଭ ରକିଛି ଆନ୍ଧ୍ର। ୨ ଦିନ ତଳେ ସିଲ୍ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ  ଖୋଲିଛି ଆନ୍ଧ୍ର ପ୍ରଶାସନ। ପାଞ୍ଚ ଜଣ ପିଲାଙ୍କୁ ପାଠ ପଢ଼ାଇବା ସହ ଅଣ୍ଡା ବାଣ୍ଟିଛନ୍ତି ଆନ୍ଧ୍ର ଅଧିକାରୀ। ଆନ୍ଧ୍ର ଅଧିକାରୀଙ୍କ ଏଭଳି କାରନାମା ସତ୍ତ୍ୱେ ଓଡ଼ିଶାର କୌଣସି ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି।  ସୀମାରେ ଅନୁପ୍ରବେଶ କରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ତାହାକୁ ସିଲ୍ କରାଯାଇଥିଲା । ତେବେ ଗତକାଲି ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି ସେଠାରେ ପକାଯାଥିବା ତାହାକୁ ଭାଙ୍ଗିଥିବା ବେଳେ ଆଜି ସେଠାରେ ପିଲାଙ୍କ ପାଠ ପଢା ଜାରି ରହିଛି ଏବଂ ଅଣ୍ଡା ମଧ୍ୟ ବଣ୍ଟନ କରାଯାଇଛି । ଆଜି ସଂପୃକ୍ତ ଅଞ୍ଚଳରେ ଆନ୍ଧ୍ରର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସେହି ଅଞ୍ଚଳରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି।  ସୀମାରେ ଅନୁପ୍ରବେଶ ପାଇଁ ସବୁବେଳେ ଆନ୍ଧ୍ର ପ୍ରୟାସ କରୁଥିବା ବେଳେ ଓଡିଶା ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି । ସୀମାରେ ଆନ୍ଧ୍ର କିଭଳି ବର୍ଷ ବର୍ଷ ଧରି ଦାଦାଗିରି ଚଳାଇଛି ତାର ଏକ ଉଦାହରଣ କିଛି ମାସ ପୂର୍ବରୁ ଦେଖିବାକୁ ମିଳିଥିଲା

ଗଜପତି ଜିଲ୍ଲା କାଶୀନଗର ବ୍ଲକରେ। ଓଡିଶାର ହାଡୁଭାଙ୍ଗି ଗାଁର ଏକ ଅଂଚଳକୁ କୌଶଲ୍ୟାପୁର ଏବଂ ଏହାକୁ ନିଜର ବୋଲି ଦର୍ଶାଇ ଆନ୍ଧ୍ର ସେଠାରେ ଏକ ସ୍କୁଲ ନିର୍ମାଣ କରିଛି । ପାରଳାଖେମୁଣ୍ଡିର ୧୮ଜଣଙ୍କ ନାମରେ ଥିବା ପ୍ରାୟ ୨୭ ଏକର ଜମିରେ ଏହି ସ୍କୁଲ ଦୀର୍ଘ ହେଲା ଚାଲିଛି।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଯେଉଁ ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ଥିବା ଜମି ଉପରେ ଏହି ସ୍କୁଲ ଛିଡା ହୋଇଛି । ତଥାପି ସରକାର ଚୁପ୍ ।

ସୀମାରେ ଅନୁପ୍ରବେଶ କରି ନିଜର ସ୍କୁଲ ନିର୍ମାଣ କରିବା ଏବଂ ସେଠାରେ ଦୀର୍ଘ ବର୍ଷ ହେଲା ପିଲାଙ୍କ ପାଠ ପଢା ମଧ୍ୟ ଚାଲିଛି । ଗଜପତି ଜିଲ୍ଲା କାଶୀନଗର ତହସିଲ ହାଡୁଭାଙ୍ଗି ମୌଜାର 82ନମ୍ବର ଖାତାରେ ଥିବା ପ୍ରାୟ 27 ଏକର ଜମିକୁ ଆନ୍ଧ୍ର ସରକାର ଜବର ଦଖଲ କରିନେଇଛନ୍ତି  । ଏହି ଖାତାରେ ଥିବା 120ଟି ପ୍ଲଟ 18ଜଣଙ୍କ ନମରେ ରହିଛି । ସେଥିମଧ୍ୟରୁ ଜଣେ ହେଉଛନ୍ତି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି । ଏହି ଜମିଟି ପାରଳାଖେମୁଣ୍ଡିର ଜାଗେୟା ମଠକୁ ଦାନ କରାଯାଇଥିବା ବେଳେ ମାର୍ଫତଦାର ରହିଛନ୍ତି ଗଜପତି ମହାରାଜା । ତେବେ ବିଭିନ୍ନ ସୀମାରେ ଆନ୍ଧ୍ରର ଅନୁପ୍ରବେଶ କରୁଥିବା ବେଳେ ଏହାକୁ ରୋକିବା ପାଇଁ ପ୍ରଶାସନ ପ୍ରୟାସ କରୁଥିଲେ ମଧ୍ୟ ଆନ୍ଧ୍ରକୁ ଉପଯୁକ୍ତ ଜବାବ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story