ଅଙ୍ଗନୱାଡି କର୍ମୀଙ୍କ ବହିଷ୍କାର ଦାବିରେ ଗ୍ରାମବାସୀଙ୍କ ଧାରଣା ଓ ବିକ୍ଷୋଭ

ବଲାଙ୍ଗିର: ପୁଇଁନ୍ତଲା ବ୍ଲକ ପଥର୍ଲା ଗାଁ ଅଙ୍ଗନୱାଡି କର୍ମୀଙ୍କ ବହିଷ୍କାର ଦାବିରେ ଆଜି ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଅଙ୍ଗନୱାଡି କରର୍କୀ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ହିତାଧିକାରୀଙ୍କୁ ଟଙ୍କ। ଲାଞ୍ଚ ନେଉଥିଲେ । ସେହିପରି ଅଙ୍ଗନୱାଡି କର୍ମୀ ଜଣଙ୍କ ଛୁଆଙ୍କ ଆସୁଥିବା ଖାଦ୍ୟ, ଛତିଆ ବଣ୍ଟନ, ଗାଁ କଲ୍ୟାଣ ସମୀତି ପାଣ୍ଠି ହଡପ୍ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି […]

vlcsnap

vlcsnap

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 11:58 AM IST

Sports

Latest News

ବଲାଙ୍ଗିର: ପୁଇଁନ୍ତଲା ବ୍ଲକ ପଥର୍ଲା ଗାଁ ଅଙ୍ଗନୱାଡି କର୍ମୀଙ୍କ ବହିଷ୍କାର ଦାବିରେ ଆଜି ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଅଙ୍ଗନୱାଡି କରର୍କୀ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ହିତାଧିକାରୀଙ୍କୁ ଟଙ୍କ। ଲାଞ୍ଚ ନେଉଥିଲେ । ସେହିପରି ଅଙ୍ଗନୱାଡି କର୍ମୀ ଜଣଙ୍କ ଛୁଆଙ୍କ ଆସୁଥିବା ଖାଦ୍ୟ, ଛତିଆ ବଣ୍ଟନ, ଗାଁ କଲ୍ୟାଣ ସମୀତି ପାଣ୍ଠି ହଡପ୍ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏ ନେଇ ଗ୍ରାମବାସୀ ପୂର୍ବରୁ ସିଡିପିଙ୍କୁ ଜଣାଇଥିଲେ ମଧ୍ୟ କିଛି  ଲାଭ ହୋଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏ ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବାହାଦୂର ମାଝିଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଅଭିଯୋଗର ତଦନ୍ତ କରିବାକୁ ସିଡିପିଓଙ୍କୁ କୁହାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story