ରାଜଧାନୀରେ ଦମ୍ ଦେଖାଇଲେ ଅଙ୍ଗନୱାଡ଼ି ଦିଦି, ସରକାରଙ୍କୁ ଦେଲେ ମହଲତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜର ୮ଦଫା ଦାବି ପ୍ରସଙ୍ଗରେ ଗତ ୪୫ ଦିନ ଧରି ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିବା ଅଙ୍ଗନୱାଡ଼ି କର୍ମୀମାନେ ଆଜି ବିଶାଳ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ଆଲୋଚନା ପରେ ଅଙ୍ଗନୱାଡ଼ି କର୍ମୀମାନେ ନିଜର ଆନ୍ଦୋଳନକୁ ଫେବୃୟାରୀ ୧୫ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସରକାରଙ୍କ ସହ ପୁଣିଥରେ ଆଲୋଚନା କରିବା ନେଇ ସରକାରଙ୍କ ପକ୍ଷରୁ […]

Anganwadi worker

Anganwadi worker

Ordigital Desk
  • Published: Tuesday, 03 January 2023
  • Updated: 03 January 2023, 09:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜର ୮ଦଫା ଦାବି ପ୍ରସଙ୍ଗରେ ଗତ ୪୫ ଦିନ ଧରି ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିବା ଅଙ୍ଗନୱାଡ଼ି କର୍ମୀମାନେ ଆଜି ବିଶାଳ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ଆଲୋଚନା ପରେ ଅଙ୍ଗନୱାଡ଼ି କର୍ମୀମାନେ ନିଜର ଆନ୍ଦୋଳନକୁ ଫେବୃୟାରୀ ୧୫ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସରକାରଙ୍କ ସହ ପୁଣିଥରେ ଆଲୋଚନା କରିବା ନେଇ ସରକାରଙ୍କ ପକ୍ଷରୁ ଲିଖିତ ଭାବେ ଦିଆଯିବା ପରେ ଅଙ୍ଗନୱାଡ଼ି କର୍ମୀମାନେ ନିଜର ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।

ସୂଚନା ଅନୁସାରେ, ଗତ ୪୫ଦିନ ଧରି ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣାରେ ଅଲଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ବ୍ୟାନରରେ ବସିଥିବା ଅଙ୍ଗନୱାଡ଼ି କର୍ମୀମାନେ ଆଜି ହଜାର ହଜାର ସଂଖ୍ୟାରେ ଏକଜୁଟ ହୋଇ ନବୀନ ନିବାସ ଘେରାଉ ପାଇଁ ଯାଇଥିଲେ। ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଅଙ୍ଗନୱାଡ଼ି କର୍ମୀମାନେ ଦଖଲ କରିନେଇଥିଲେ। ତେବେ ପୁଲିସ ସେମାନଙ୍କୁ ରାଜମହଲ ଛକରେ ଅଟକାଇବା ସହ ସେମାନଙ୍କର ଏକ ପ୍ରତିନିଧି ଦଳ ସଙ୍ଗେ ମୁଖ୍ୟ ସଚିବ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଅଙ୍ଗନୱାଡ଼ି କର୍ମୀମାନେ ଧାରଣାସ୍ଥଳକୁ ଫେରିଥିଲେ।

ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଅଙ୍ଗନୱାଡ଼ି କର୍ମୀମାନଙ୍କ କର୍ମକର୍ତ୍ତାଙ୍କ ସହ ସେମାନଙ୍କର ୮ ଦଫା ଦାବି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଙ୍ଗନୱାଡ଼ି ମହାସଂଘର ପ୍ରତିନିଧି କହିଥିଲେ ଯେ, ମୁଖ୍ୟ ସଚିବଙ୍କ ସହ ସେମାନେ ସମସ୍ତ ୮ଟି ଦାବି ଉପରେ ଆଲୋଚନା କରିଛନ୍ତି । ସେମାନଙ୍କର ଦାବିକୁ ନେଇ ଅନ୍ୟ ବିଭାଗଗୁଡ଼ିକ ସହ ଆଲୋଚନା କରାଯିବ ବୋଲି ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ମୁଖ୍ୟ ସଚିବ ସେମାନଙ୍କ ସହ ଦରମା ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ ଲିଖିତ ଭାବେ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ବୋଲି ସେ କହିଛନ୍ତି । ଯଦି ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସରକାରଙ୍କ ସହ ଆଲୋଚନା ସକରାତ୍ମକ ନହୁଏ ତା’ହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

ଭାରତୀୟ ମଜଦୁର ସଂଘ ଦ୍ୱାରା ଅଧିସ୍ୱୀକୃତ ଅଲଓଡ଼ିଶା ଅଙ୍ଗନୱାଡ଼ି ଲେଜିଜ ୱାର୍କସ ଆସୋସିଏସନ ପକ୍ଷରୁ ୮ଦଫା ଦାବି ନେଇ ଗତ ୪୫ଦିନ ଧରି ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଛି । ସରକାରଙ୍କ ସହ ଇତିମଧ୍ୟରେ ୪ଥର ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି । ଆଜି ସେମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ନବୀନ ନିବାସ ଘେରାଉ କରିବାକୁ ଯିବାବେଳେ ପୁଲିସ ଅଟକାଇବା ସହ ମୁଖ୍ୟ ସଚିବଙ୍କ ସଙ୍ଗେ ଆଲୋଚନା କରିବା ନିମନ୍ତେ ସେମାନଙ୍କ ପ୍ରତିନିଧି ଦଳକୁ ଲୋକସେବା ଭବନକୁ ନେଇଥିଲା।

ସୂଚନାଯୋଗ୍ୟ, ଅଙ୍ଗନୱାଡ଼ି କର୍ମୀମାନେ ନିଜର ଦରମା ୧୮ହଜାରକୁ ବୃଦ୍ଧି, ଅବସରକାଳୀନ ସୁବିଧା, ୨୦୧୮ରେ ସରକାର ଆକ୍ରୋଶମୂଳକ ପଦକ୍ଷେପ ନେଇ ନିଲମ୍ବିତ କରିଥିବା ୬ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ଦେବା, ନୂତନ ଶିକ୍ଷାନୀତି ଅନୁସାରେ ସେମାନଙ୍କୁ ପ୍ରାକ୍ ଶିକ୍ଷକର ମାନ୍ୟତା ଓ ସୁପରଭାଇଜର ପଦବୀକୁ ଶତପ୍ରତିଶତ ପଦୋନ୍ନତିରେ ପୂରଣ କରିବା ଆଦି ୮ଟି ଦାବି ନେଇ ସେମାନେ ବିଧାନସଭା ସମ୍ମୁଖ ଲୋଏର ପିଏମଜିଠାରେ ଧାରଣାରେ ବସିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story