ତାତିଲେ ମହିଳା, ଜାଳିଦେଲେ ଶହ ଶହ ଦେଶୀମଦ ପାଉଚ

ବୌଦ୍ଧ(ଭାର୍ଜନ ପ୍ରଧାନ): ମହିଳାମାନେ ଆଜି ମଦ ଭାଟିରେ ନିଆଁ ଲଗାଇ ଦେଇଛନ୍ତି। ଏପରି ଘଟଣା ବୌଦ୍ଧ ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି। ମଦ ଓ ମଦ୍ୟପଙ୍କ ଯୋଗୁ ଦିନକୁ ଦିନ ଅସାମାଜିକ କାର୍ଯ୍ୟ ବଢ଼ି ବଢ଼ି ଚାଲିଛି। ମଦର ପ୍ରସାର ରୋକିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଛି। ତଥାପି ପ୍ରଶାସନିକ ଅଧିକାରୀମାନେ ସବୁ ଜାଣି ନିଦାବିଷ୍ଣୁ ସାଜିଛନ୍ତି। ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସରକାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ […]

ANGRY-WOMEN-ATTACK-LIQUOR-SHOP-IN-BOUDH

ANGRY-WOMEN-ATTACK-LIQUOR-SHOP-IN-BOUDH

Manoranjan Sial
  • Published: Tuesday, 23 July 2019
  • Updated: 23 July 2019, 07:28 PM IST

Sports

Latest News

ବୌଦ୍ଧ(ଭାର୍ଜନ ପ୍ରଧାନ): ମହିଳାମାନେ ଆଜି ମଦ ଭାଟିରେ ନିଆଁ ଲଗାଇ ଦେଇଛନ୍ତି। ଏପରି ଘଟଣା ବୌଦ୍ଧ ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି। ମଦ ଓ ମଦ୍ୟପଙ୍କ ଯୋଗୁ ଦିନକୁ ଦିନ ଅସାମାଜିକ କାର୍ଯ୍ୟ ବଢ଼ି ବଢ଼ି ଚାଲିଛି। ମଦର ପ୍ରସାର ରୋକିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଛି। ତଥାପି ପ୍ରଶାସନିକ ଅଧିକାରୀମାନେ ସବୁ ଜାଣି ନିଦାବିଷ୍ଣୁ ସାଜିଛନ୍ତି। ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସରକାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।

ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଘିଆପଡ଼ା ପଞ୍ଚାୟତ ଲକ୍ଷ୍ମୀପଦର ଗାଁ ନିକଟରେ ଏକ ବେଆଇନ୍‌ ମଦ ଦୋକାନ ରହିଛି। ଏହାକୁ ଗାଁ ଲୋକେ ଦୀର୍ଘ ଦିନରୁ ବିରୋଧ କରିଆସୁଥିଲେ। ଏପରିକି ଅବକାରୀ ବିଭାଗ ଓ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ତିଳେ ମାତ୍ର ନଜର ଦେଉନଥିଲେ। ବରଂ ମଦ ବ୍ୟବସାୟୀଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ବଘିଆପଡ଼ା ପଞ୍ଚାୟତର ମହିଳାମାନେ ଅଭିଯୋଗ କରିଛନ୍ତି।

ପ୍ରଶାସନଠାରୁ ନିରାଶ ହୋଇ ଆଜି ୫୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୫୦୦ରୁ ଅଧିକ ମହିଳା ସମ୍ପୃକ୍ତ ମଦ ବିକ୍ରେତାଙ୍କ ଘରେ ପଶି ବିପୁଳ ପରିମାଣରେ ଥିବା ଦେଶୀମଦ ପାଉଚକୁ ଆଣି ତାକୁ ନିଆଁ ଲଗାଇ ନଷ୍ଟ କରିଦେଇଛନ୍ତି। ତେବେ ଘଟଣାସ୍ଥଳରେ ପୁଲିସ କିମ୍ୱା ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story