କଟକଣା ସତ୍ତ୍ୱେ ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଦେଓଗାଁ ବ୍ଳକ ଖଇରଗୁଡାଠାରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି। କଟକଣା ସତ୍ତ୍ୱେ ପଶୁ ବଳିରେ ରକ୍ତରଞ୍ଜିତ ହୋଇଛି ବଡ଼ଖଳା ଓ ସାନଖଳା। ଦେଓଗାଁ ଖଇରଗୁରାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡ଼ିଛି। ନିୟମ ଅନୁସାରେ, ପ୍ରଥମେ ପାଟ ବୋଦାକୁ ପୂଜାର୍ଚ୍ଚନା କରି ବଳି ପକାଯାଇଥିଲା। ଏହାପରେ ଶହଶହ ମାନସିକଧାରୀ ନିଜେ ଆଣିଥିବା ପଶୁ ପକ୍ଷୀଙ୍କୁ ବଳି ପକାଇଥିଲେ। ଚଳିତ ବର୍ଷ ତିନି ଦିନି ପାଇଁ ଏହି ଯାତ୍ରା […]

sulia-jatra0077777777777777777

Tapaswini Nayak
  • Published: Tuesday, 31 December 2019
  • , Updated: 31 December 2019, 12:50 PM IST

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଦେଓଗାଁ ବ୍ଳକ ଖଇରଗୁଡାଠାରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି। କଟକଣା ସତ୍ତ୍ୱେ ପଶୁ ବଳିରେ ରକ୍ତରଞ୍ଜିତ ହୋଇଛି ବଡ଼ଖଳା ଓ ସାନଖଳା। ଦେଓଗାଁ ଖଇରଗୁରାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡ଼ିଛି।

ନିୟମ ଅନୁସାରେ, ପ୍ରଥମେ ପାଟ ବୋଦାକୁ ପୂଜାର୍ଚ୍ଚନା କରି ବଳି ପକାଯାଇଥିଲା। ଏହାପରେ ଶହଶହ ମାନସିକଧାରୀ ନିଜେ ଆଣିଥିବା ପଶୁ ପକ୍ଷୀଙ୍କୁ ବଳି ପକାଇଥିଲେ। ଚଳିତ ବର୍ଷ ତିନି ଦିନି ପାଇଁ ଏହି ଯାତ୍ରା ଚାଲିବ ।

Related story