ଜାନକୀ ପଟ୍ଟନାୟକ ଥିଲେ ଭଲ ହୋଇଥା’ନ୍ତା, ଆହୁରି ଚାଞ୍ଚଲ୍ୟକର ବୟାନ ଦେଲେ ଅଞ୍ଜନା ମିଶ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ବଞ୍ଚିଥିବା ବେଳେ ବିବନ ଧରାପଡ଼ିଥିଲେ ଭଲ ହୋଇଥା’ନ୍ତା।’ ୨୨ ବର୍ଷ ପରେ ବିବନ ବିଶ୍ୱାଳ ଧରାପଡ଼ିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜନା ମିଶ୍ର, ଯିଏ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା। ବିବନକୁ କମିଶନରେଟ୍ ପୁଲିସ୍ ପୁନେରୁ ଗିରଫ କରିବା ପରେ ଅଞ୍ଜନା ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ,  ୨୨ ବର୍ଷ ଧରି ମରି ମରି […]

nbv

nbv

Tapas Behera
  • Published: Monday, 22 February 2021
  • Updated: 22 February 2021, 06:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ବଞ୍ଚିଥିବା ବେଳେ ବିବନ ଧରାପଡ଼ିଥିଲେ ଭଲ ହୋଇଥା’ନ୍ତା।’ ୨୨ ବର୍ଷ ପରେ ବିବନ ବିଶ୍ୱାଳ ଧରାପଡ଼ିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜନା ମିଶ୍ର, ଯିଏ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା।

ବିବନକୁ କମିଶନରେଟ୍ ପୁଲିସ୍ ପୁନେରୁ ଗିରଫ କରିବା ପରେ ଅଞ୍ଜନା ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ,  ୨୨ ବର୍ଷ ଧରି ମରି ମରି ବଞ୍ଚିଛି। ପାଟି ବନ୍ଦ ରଖିବାକୁ ଧମକ ମିଳିଛି। ମୁଁ ରହୁଥିବା ଘରକୁ ବାରମ୍ବାର ପଥର ମାଡ଼ କରାଯାଇଥିଲା। ତେଣୁ ବାଧ୍ୟ ହୋଇ ସେ ଘର ଛାଡ଼ିଲି।

ଘରକୁ ପଥର ମାଡ଼ ଘଟଣାରେ ଜଣେ ମହିଳାଙ୍କ ନାଁ ନେଇଥିଲେ ଅଞ୍ଜନା। ଉକ୍ତ ମହିଳାଙ୍କ ନାଁ ସୁଶ୍ରୀ କାନୁନଗୋ ମହାନ୍ତି। ସୁଶ୍ରୀ ଜଣେ କଂଗ୍ରେସ କର୍ମୀ। ତାଙ୍କ ସ୍ୱାମୀ ସାମରିକ ବିଭାଗର କର୍ମଚାରୀ। ସୁଶ୍ରୀଙ୍କ ପ୍ରରୋଚନାରେ ତାଙ୍କ ସ୍ୱାମୀ ଯବାନ ଲଗାଇ ତାଙ୍କ ଘରେ ପଥର ମରଡ଼ କରାଉଥିଲେ ବୋଲି ଅଞ୍ଜନା କହିଥିଲେ।

ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଧରାପଡ଼ିଥିବାରୁ ଅଞ୍ଜନା ପ୍ରେସ୍‌ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ତା’ସହିତ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଏହା ସହିତ ଘଟଣା ପରଠାରୁ ଏଯାବତ୍ ୨୨ ବର୍ଷର କଷ୍ଟ ବଖାଣିଥିଲେ ଅଞ୍ଜନା।

ସେ କହିଥିଲେ, ବିପଦକୁ ସାମ୍ନା କଲା ବେଳେ ଭାଙ୍ଗି ପଡ଼ି ନଥିଲି। ଧୈର୍ଯ୍ୟର ସହ ବିପଦକୁ ସାମ୍ନା କର, ନ୍ୟାୟ ନିଶ୍ଚିତ ମିଳିବ।

ବିବନକୁ ଧରିବାକୁ ଜାଲ ବିଛାଇଥିଲା କମିଶନରେଟ୍ ପୁଲିସ୍‌

ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ଖୋଳତାଡ଼ କରି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପୁଲିସ୍‌ ପାଇଁ ଥିଲା ଏକ ବହୁତ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ ଖୋଦ୍ ଟ୍ୱିନ୍ ସିଟି କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା ।

କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, “ମାମଲାରେ ବିବନ ମୁଖ୍ୟ ଥିଲା। ଅନ୍ୟ ୨ ସହଯୋଗୀ ଥିଲେ। ୩ ମାସ ତଳେ ଚୌଦ୍ୱାର ଜେଲରେ ଥିବା ଦୋଷୀ ଧିରେନ୍ଦ୍ରକୁ ଭେଟିଥିଲି। ତାକୁ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଚିନ୍ତା କଲୁ। ସହଯୋଗୀମାନେ ବିବନକୁ ବିକେ ନାଁରେ ଡାକୁଥିବା ଜାଣିବାକୁ ପାଇଲୁ। ବିକେର ଫୁଲ୍‌ଫର୍ମ ବାରଙ୍ଗ କିଙ୍ଗ ବୋଲି ଜାଣିବାକୁ ପାଇଲୁ। ଏହା ପରେ ବଛା ବଛା ଅଫିସରଙ୍କୁ ନେଇ ଅପରେସନ ସାଇଲେଣ୍ଟ ଭାଇପର କଲୁ।”

https://youtu.be/NfRP4aRDlGc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story