ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୫୯୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି। ମହାମାରୀ କରୋନାରୁ ଆଜି ୧୦୫୯୪ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୦୨୬୨୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରୁ ୧୧୭୯ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ […]

covid

covid

Ranjit Kumar Jena
  • Published: Wednesday, 02 June 2021
  • Updated: 02 June 2021, 09:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି। ମହାମାରୀ କରୋନାରୁ ଆଜି ୧୦୫୯୪ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୦୨୬୨୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରୁ ୧୧୭୯ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୧୧୫୨, ଅନୁଗୋଳରୁ ୯୬୯, ସୁନ୍ଦରଗଡ଼ରୁ ୭୨୩, ମୟୂରଭଞ୍ଜରୁ ୬୧୮, ବାଲେଶ୍ୱରରୁ ୫୦୭, ପୁରୀରୁ ୪୫୬, ଢେଙ୍କାନାଳରୁ ୪୫୩, କଳାହାଣ୍ଡିରୁ ୩୯୭, ଭଦ୍ରକରୁ ୩୭୭ ଓ ବରଗଡ଼ରୁ ୩୫୭ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ସମ୍ବଲପୁରରୁ ୩୧୭, ନବରଙ୍ଗପୁରରୁ ୨୯୬, ଜଗତସିଂହପୁରରୁ ୨୧୧, ରାୟଗଡ଼ାରୁ ୨୧୧, କେନ୍ଦ୍ରାପଡ଼ାରୁ ୧୯୮, ଗଞ୍ଜାମରୁ ୧୯୭, ବଲାଙ୍ଗିରରୁ ୧୯୫, ସୋନପୁରରୁ ୧୯୦, ନୟାଗଡ଼ରୁ ୧୮୪, କୋରାପୁଟରୁ ୧୮୧, ବୌଦ୍ଧରୁ ୧୭୭, ଯାଜପୁରରୁ ୧୭୦, ଝାରସୁଗୁଡ଼ାରୁ ୧୨୫, କେନ୍ଦୁଝରରୁ ୧୧୬, ମାଲକାନଗିରିରୁ ୧୧୬, କନ୍ଧମାଳରୁ ୧୦୧, ଦେବଗଡ଼ରୁ ୮୭, ନୂଆପଡ଼ାରୁ ୬୦, ଷ୍ଟେଟ୍ ପୁଲରୁ ୨୦୨ ଜଣ ଆରୋଗ୍ୟ ହୋଇଛନ୍ତି।

https://twitter.com/HFWOdisha/status/1400096634906677249?s=20

https://twitter.com/HFWOdisha/status/1400096940017127430?s=20

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୦୨ ଜଣ ଥିବା ବେଳେ କଟକରୁ ୭୬୬, ଯାଜପୁରରୁ ୫୧୪, ମୟୂରଭଞ୍ଜରୁ ୪୮୫, ପୁରୀରୁ ୪୭୫, ସୁନ୍ଦରଗଡ଼ରୁ ୪୭୭ ଓ ଅନୁଗୋଳରୁ ୪୬୮ ଜଣ ଚିହ୍ନଟ ହୋଇଛନ୍ତି।

୮୩୯୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୮୨ ହଜାର ୧୩୧ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୯୨ ହଜାର ୦୨୭ ଜଣ ସୁସ୍ଥ ହୋଇସାରିଛନ୍ତି। ୮୭ ହଜାର ୨୨୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story