ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୧୫୨୧ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୮୯୬୮୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1325813617011298304?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୨୪, କଟକରୁ ୧୪, ଅନୁଗୋଳରୁ ୧୦୮, ମୟୂରଭଞ୍ଜରୁ ୯୫, ଜଗତସିଂହପୁରରୁ ୯୦, ନୂଆପଡ଼ାରୁ ୮୧, କେନ୍ଦ୍ରାପଡ଼ାରୁ ୭୨, ଢେଙ୍କାନାଳରୁ ୬୮, ପୁରୀରୁ ୬୩, ବରଗଡ଼ରୁ ୬୧, ବାଲେଶ୍ୱରରୁ ୫୯, ବଲାଙ୍ଗିରରୁ ୫୫, ନୟାଗଡ଼ରୁ ୪୯, ଯାଜପୁରରୁ ୩୮, କେନ୍ଦୁଝରରୁ ୩୩, ସମ୍ୱଲପୁରରୁ ୩୩, କଳାହାଣ୍ଡିରୁ ୩୧, ମାଲକାନଗିରିରୁ ୨୯, ସୋନପୁରରୁ ୨୩, ନବରଙ୍ଗପୁରରୁ ୨୦, କୋରାପୁଟରୁ ୧୯, ଗଞ୍ଜାମରୁ ୧୮, ଝାରସୁଗୁଡ଼ାରୁ ୧୭, ରାୟଗଡ଼ାରୁ ୧୩, କନ୍ଧମାଳରୁ ୧୧, ଭଦ୍ରକରୁ ୧୦, ଦେବଗଡ଼ରୁ ୪, ଗଜପତିରୁ ୩, ଷ୍ଟେଟ୍ ପୁଲରୁ ୧୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି, ଆଉ ୧୪ ବାକି: ଆସନ୍ତା ସପ୍ତାହରେ ରାଜ୍ୟ ସଭାପତି
ରାଜ୍ୟ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ୫୦ ପ୍ରତିଶତରୁ ଅଧିକ ଜିଲ୍ଲା ୟୁନିଟ୍ ସଭାପତିଙ୍କ ନାଁ ଘୋଷଣା ସରିଥିବାରୁ ଦଳୀୟ ସମ୍ବିଧାନ ଆଧାରରେ ରାଜ୍ୟ ସଭାପତି ଚୟନରେ ସମସ୍ୟା ରହିବ ନାହିଁ ।
Politics
ଏଠି ପ୍ରେମ ପାଇଁ ଦଣ୍ଡ, ପ୍ରତାରଣାକାରୀକୁ ପୁରସ୍କାର
ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମା ଅନୁସାରେ ୨୦୦୭ ବ୍ୟାଚ୍ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ପୁଣିଥରେ ୬୦ଦିନ ପାଇଁ ବୃଦ୍ଧି କରାଯାଇଛି ।
Miscellaneous
ନିଆଁ ପାଇଁ ବାରବାଟୀ ଅସୁରକ୍ଷିତ?
ପ୍ରାୟ ୨୨ ଏକର ଜମିରେ ପ୍ରତିଷ୍ଠିତ ଏହି ଷ୍ଟାଡିୟମରେ ନେସନାଲ ବିଲଡିଂ କୋଡ୍-୨୦୧୬ ଅନୁଯାୟୀ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିନଥିବା ଦର୍ଶାଇଛି ଅଗ୍ନି ସୁରକ୍ଷା ନିର୍ଦ୍ଦେଶାଳୟ।
Politics
ମୋହନ ସରକାରଙ୍କ ବଡ଼ ଗେମ୍ ପ୍ଲାନ୍: ଗାଁରେ ସବୁ ଯୋଗ୍ୟ ଲୋକଙ୍କୁ ଦେବେ ‘ଘର’, ଭୋଟ୍ ବ୍ୟାଙ୍କ ବି ସୁଧାରିବେ
ପିଏମଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ‘ଘର’ ଆବଂଟନ ମାଧ୍ୟମରେ ବିଜେପି ନିଜର ଭୋଟବ୍ୟାଙ୍କକୁ ଗ୍ରାମାଂଚଳରେ ସୁଦୃଢ଼ କରିବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଗତ ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ରଣନୀତି ଉପରେ ମୋହର ବାଜିଛି ।
Guest Column
ଫରୁଆ ଭିତରେ ହୀରକ ତ୍ରିଭୁଜ
ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣ ବିନା, କେବଳ ପ୍ରକୃତିଦତ୍ତ ନୈସର୍ଗିକ ସମ୍ପଦକୁ ଉପଯୋଗ କରି ଆଞ୍ଚଳିକ ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି କରି ରୋଜଗାର ବୃଦ୍ଧି କରିବା ଓ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସମ୍ଭବ ହୋଇଥାଏ କେବଳ ପର୍ଯ୍ୟଟନ ଶିଳ୍ପ ଜରିଆରେ।