ଆରୋଗ୍ୟ ହେଲେ ୧୫୨୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୧୫୨୧ ଜଣ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୪୦,୭୨୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 2 from Nabarangpur The total recovered cases of Odisha now stand at 40726 — H & FW Dept Odisha (@HFWOdisha) August 15, 2020 ଆଜି ଆରୋଗ୍ୟ ହୋଇଥିବା କରୋନା […]

corona

corona

Manoranjan Sial
  • Published: Saturday, 15 August 2020
  • Updated: 15 August 2020, 10:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୧୫୨୧ ଜଣ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୪୦,୭୨୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1294650978537373697?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୨ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡ଼ାରୁ ୯୩,  ସୁନ୍ଦରଗଡ଼ରୁ ୮୯,  ପୁରୀରୁ ୮୦,  କଳାହାଣ୍ଡିରୁ ୭୭, ବାଲେଶ୍ୱରରୁ ୬୧, ନୟାଗଡ଼ରୁ ୫୬, ଗଜପତିରୁ ୫୪, ସମ୍ୱଲପୁରରୁ ୫୪, ଯାଜପୁରରୁ ୫୨,  କୋରାପୁଟରୁ ୪୬, ଭଦ୍ରକରୁ ୨୬, କନ୍ଧମାଳରୁ ୨୬, ମାଲକାନଗିରିରୁ ୨୨, କେନ୍ଦୁଝରରୁ ୧୯, ଜଗତସିଂହପୁରରୁ ୧୬, ଅନୁଗୋଳରୁ ୧୩, ବଲାଙ୍ଗିରିରୁ ୧୩, କେନ୍ଦ୍ରାପଡ଼ାରୁ ୧୩, ବରଗଡ଼ରୁ ୧୦, ଝାରସୁଗୁଡ଼ାରୁ ୧୦, ସୋନପୁରରୁ ୯, ମୟୂରଭଞ୍ଜରୁ ୯, ବୌଦ୍ଧରୁ ୫ ଓ ନବରଙ୍ଗପୁରରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story