କରୋନାରୁ ୧୯୬୯ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମହାମାରୀ କରୋନାରୁ ୧୯୬୯ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୪୯୩୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 1969 Covid patients have recovered and are being discharged on 27.07.2021 446 from Khordha312 from Cuttack161 from Baleswar123 from Jajapur113 from Jagatsinghpur94 from Kendrapara78 from Nayagarh75 from […]

Corona1

Manoranjan Sial
  • Published: Tuesday, 27 July 2021
  • , Updated: 27 July 2021, 08:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମହାମାରୀ କରୋନାରୁ ୧୯୬୯ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୪୯୩୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1420034989593448448?s=20

କରୋନାରୁ ଅଜି ସର୍ବାଧିକ ୪୪୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୩୧୨, ବାଲେଶ୍ୱରରୁ ୧୬୧, ଯାଜପୁରରୁ ୧୨୩, ଜଗତସିଂହପୁରରୁ ୧୧୩, କେନ୍ଦ୍ରାପଡ଼ାରୁ ୯୪, ନୟାଗଡ଼ରୁ ୭୮, ଭଦ୍ରକରୁ ୭୫, ମୟୂରଭଞ୍ଜରୁ ୭୫, ପୁରୀରୁ ୬୩, ଅନୁଗୋଳରୁ ୬୧, ସୁନ୍ଦରଗଡ଼ରୁ ୩୬, ଢେଙ୍କାନାଳରୁ ୩୪, ସମ୍ୱଲପୁରରୁ ୩୨, ମାଲକାନଗିରିରୁ ୨୫, କନ୍ଧମାଳରୁ ୧୭, ବରଗଡ଼ରୁ ୧୪, କେନ୍ଦୁଝରରୁ ୧୩, ଗଜପତିରୁ ୧୦, କୋରାପୁଟରୁ ୧୦,  ଗଞ୍ଜାମରୁ ୯, ବୌଦ୍ଧରୁ ୭, ନବରଙ୍ଗପୁରରୁ ୭, ସୋନପୁରରୁ ୬, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫, ନୂଆପଡ଼ାରୁ ୫,  ଦେବଗଡ଼ରୁ ୩, ବଲାଙ୍ଗିରିରୁ ଜଣେ ଓ ଷ୍ଟେଟ୍‌ପୁଲରୁ ୧୦୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1420034994529964034?s=20

Related story