ମହାମାରୀ କରୋନାରୁ ୨୮୯୬ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୮୯୬ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୦୩୧୭୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2896 Covid patients have recovered and are being discharged on 08.07.2021 496 from Cuttack440 from Khordha396 from Baleswar219 from Mayurbhanj188 from Puri162 from Jajapur130 from Nayagarh128 from […]

Corona

Manoranjan Sial
  • Published: Thursday, 08 July 2021
  • , Updated: 08 July 2021, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୮୯୬ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୦୩୧୭୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1413148014428917769?s=20

ମହାମାରୀ କରୋନାରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୯୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୪୦, ବାଲେଶ୍ୱରରୁ ୩୯୬, ମୟୂରଭଞ୍ଜରୁ ୨୧୯, ପୁରୀରୁ ୧୮୮, ଯାଜପୁରରୁ ୧୬୨, ନୟାଗଡ଼ରୁ ୧୩୦, ଭଦ୍ରକରୁ ୧୨୮, ମାଲକାନଗିରିରୁ ୮୮, ଜଗତସିଂହପୁରରୁ ୮୬, କେନ୍ଦ୍ରାପଡ଼ାରୁ ୭୦, ଢେଙ୍କାନାଳରୁ ୪୫, କେନ୍ଦୁଝରରୁ ୩୮, ଅନୁଗୋଳରୁ ୩୫, ସମ୍ୱଲପୁରରୁ ୩୧, ନବରଙ୍ଗପୁରରୁ ୩୦, ସୁନ୍ଦରଗଡ଼ରୁ ୨୧, ରାୟଗଡ଼ାରୁ ୨୦, ସୋନପୁରରୁ ୨୦, ବୌଦ୍ଧରୁ ୧୯, ବରଗଡ଼ରୁ ୧୬, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୫, କନ୍ଧମାଳରୁ ୧୪, ବଲାଙ୍ଗିରରୁ ୧୨, ନୂଆପଡ଼ାରୁ ୧୨, ଗଜପତିରୁ ୯, ଦେବଗଡ଼ରୁ ୨ ଓ ଷ୍ଟେଟ୍‌ ପୁଲରୁ ୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1413148018870611983?s=20

Related story