ମୋ ସରକାରରେ ସାମିଲ ହେଲା ଆଉ ୩ ବିଭାଗର ୧୭ଟି ସେବା: କାମ କମ୍,ପ୍ରଚାର ବେଶୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟବାସୀଙ୍କୁ ‘ମୋ ସରକାର’ ଭଳି ଏକ ନୂଆ ମଡେଲ ଦେଇ ଗଣମାଧ୍ୟମରେ ଜୋରସୋର ପ୍ରଚାର କରାଇଥିବା ରାଜ୍ୟ ସରକାର ଏବେ ନିଜ ପିଠି ନିଜେ ଥାପୁଡ଼ାଇବାରେ ବ୍ୟସ୍ତ । ଆଜି ଅର୍ଥ , ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗର ୧୭ଟି ସେବା ଏହି ‘ମୋ ସରକାର’ରେ ସାମିଲ ହେବା ସହ ମୋଟ ୩୧ଟି ବିଭାଗର ୨୫୦ଟି ସେବା ଉପଲବ୍ଧ ହୋଇଛି। ତେବେ ଏହି ନୂଆ ପ୍ରଶାସନିକ ମଡେଲ […]

Mo-sarkar

Mo-sarkar

Ordigital Desk
  • Published: Thursday, 26 May 2022
  • Updated: 26 May 2022, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟବାସୀଙ୍କୁ ‘ମୋ ସରକାର’ ଭଳି ଏକ ନୂଆ ମଡେଲ ଦେଇ ଗଣମାଧ୍ୟମରେ ଜୋରସୋର ପ୍ରଚାର କରାଇଥିବା ରାଜ୍ୟ ସରକାର ଏବେ ନିଜ ପିଠି ନିଜେ ଥାପୁଡ଼ାଇବାରେ ବ୍ୟସ୍ତ । ଆଜି ଅର୍ଥ , ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗର ୧୭ଟି ସେବା ଏହି ‘ମୋ ସରକାର’ରେ ସାମିଲ ହେବା ସହ ମୋଟ ୩୧ଟି ବିଭାଗର ୨୫୦ଟି ସେବା ଉପଲବ୍ଧ ହୋଇଛି। ତେବେ ଏହି ନୂଆ ପ୍ରଶାସନିକ ମଡେଲ - ‘ମୋ ସରକାର’ ଆରମ୍ଭବେଳେ ଏଥିରେ ଥାନା, ମେଡିକାଲ, ତହସିଲକୁ ସାମିଲ କରାଯାଇ ସାଧାରଣ ଲୋକଙ୍କୁ ଗୁଣାତ୍ମକ ମାନର ସେବା ଓ ଉତ୍ତମ ବ୍ୟବହାର ପ୍ରଦାନର ଯେଉଁ ଲକ୍ଷ୍ୟ ଥିଲା ତାହା ଏବେ କେବଳ କାଗଜକଲମରେ ସୀମିତ ରହିଛି । ବାସ୍ତବକ୍ଷେତ୍ରରେ ଏହାର ତିକ୍ତ ଅନୁଭୂତି କେବଳ ସାଧାରଣ ଲୋକଙ୍କୁ ହିଁ ଭୋଗିବାକୁ ପଡ଼ୁଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ସରକାର’ର ସମୀକ୍ଷା କରି କହିଛନ୍ତି ଯେ, ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ଏବେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେବାରେ ସଫଳ ହୋଇଛି ବୋଲି କହିଛନ୍ତି । ସରକାର ଓ ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି । ଜନସାଧାରଣ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ମଧ୍ୟ ଏହା ସଫଳ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଶାସନରେ ଏହି ରୂପାନ୍ତର ପାଇଁ, ସବୁଠାରୁ ଶେଷ ଧାଡ଼ିରେ ଥିବା ଲୋକ ପାଖରେ ସରକାର ପହଂଚି ପାରୁଥିବେ ଏବଂ ଆବଶ୍ୟକତା ଥିବା ସବୁ ଲୋକଙ୍କୁ ସେବା ଯୋଗାଇ ପାରୁଥିବେ, ସେଥିପାଇଁ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସଂପୂର୍ଣ୍ଣ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଥିଲା।

ଏ ଦିଗରେ ନିୟମିତ ଉଦ୍ୟମ ଆଜି ସଫଳ ହୋଇଛି । ଖୁସିର କଥା, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନାଗରିକ ମାନଙ୍କୁ ସେବା ପ୍ରଦାନ କରିବା ସମୟରେ ବର୍ତ୍ତମାନ ଅଧିକ ଦାୟିତ୍ୱସଂପନ୍ନ ଓ ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଗୃହ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ପରିବେଶ , ଶିଳ୍ପ, ଏମଏସଏମଇ ଏବଂ ଜଳସଂପଦ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ମୁଖ୍ୟ ସଚିବଙ୍କଠୁ ଆରମ୍ଭ କରି ଫାଇଭ-ଟି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ‘ମୋ ସରକାର’ କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି କହିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଥାନା, ମେଡିକାଲ, ତହସିଲ ଓ ବ୍ଲକରେ ଏହା କେତେ ସଫଳ ହୋଇଛି ଓ ସାଧାରଣ ଲୋକଙ୍କୁ ଏସବୁ ସ୍ଥାନରେ ବାସ୍ତବରେ କିଭଳି ସେବା ମିଳୁଛି ସେ ନେଇ ସରକାର ସବୁ ଜାଣି ଚୁପ୍ ରହୁଥିବା ଜଣାପଡ଼ିଛି । ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସରକାରୀ ଅଫିସରେ ଦୁର୍ନୀତି ଉବୁଟୁବୁ ହେଉଥିଲେ ମଧ୍ୟ ଏହା ଉପରେ ଅଙ୍କୁଶ ଲଗାଇବାରେ ‘ମୋ ସରକାର’ ସଫଳ ହୋଇପାରିନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story