ସୁସ୍ଥ ହେଲେ ୪୦୧ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୪୦୧ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ଆଜି ସୁଦ୍ଧା ୧୦୮୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 7 from Sonepur 6 from Bargarh 5 from Sambalpur 5 from Kendrapara 4 from Dhenkanal 3 each from Bhadrak & Balasore 2 from Cuttack 1 from Puri The total recovered […]

india-corona

india-corona

Manoranjan Sial
  • Published: Thursday, 16 July 2020
  • Updated: 16 July 2020, 06:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୪୦୧ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ଆଜି ସୁଦ୍ଧା ୧୦୮୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1283748395920707584?s=20

ଆଜି ସୁସ୍ଥ ହୋଇଥିବା ୪୦୧ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୮୪, ସୁନ୍ଦରଗଡ଼ରୁ ୪୬, ଗଜପତିରୁ ୩୬, ଝାରସୁଗୁଡ଼ାରୁ ୩୦, କେନ୍ଦୁଝରରୁ ୧୭, ମାଲକାନିରିରୁ ୧୭, ଜଗତସିଂହପୁରରୁ ୧୭, ଖୋର୍ଦ୍ଧାରୁ ୧୨, ଅନୁଗୋଳରୁ ୮, ସୁବର୍ଣ୍ଣପୁରରୁ ୭, ବରଗଡ଼ରୁ ୬, ସମ୍ୱଲପୁରରୁ ୫, କେନ୍ଦ୍ରାପଡ଼ାରୁ ୫, ଢେଙ୍କାନାଳରୁ ୪, ଭଦ୍ରକରୁ ୩, ବାଲେଶ୍ୱରରୁ ୩, କଟକରୁ ୨ ଓ ପୁରୀରୁ ଜଣେ ଅଛନ୍ତି।

ଆଜି ସୁଦ୍ଧା ‘କରୋନା’ରେ ୧୫୩୯୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୮୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୫୧୫ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୨୪ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story