ଆଉ ଏକ ହାତୀ ଛାଡ଼ିଲା ଶେଷ ନିଃଶ୍ୱାସ

ଅନୁଗୁଳ(ଓଡ଼ିଶା ରିପୋର୍ଟର): ପୁଣି ଆଜି ଅନୁଗୁଳ ସାତକୋଶିଆ ଟିକରପଡା ରେଞ୍ଜ ଅନ୍ତର୍ଗତ କୁଶଖଳି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାଲିଠୁ ଅସୁସ୍ଥ ଓ ଦୁର୍ବଳ ଥିବା ଏହି ହାତୀର ଆଜି ସକାଳେ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଥିବା ନେଇ  ସୂଚନା ଦେଇଛନ୍ତି ଡିଏଫ୍ଓ। ମୃତ ଅଣ୍ଡିରା ହାତୀ ଛୁଆର ବୟସ  ପ୍ରାୟ ୫ବର୍ଷ ବୋଲି ଜଣାପଡ଼ିଛି। ଏହି ହାତୀ ଛୁଆକୁ ବନ ବିଭାଗ ଅସୁସ୍ଥ ଅବସ୍ଥାରେ ଠାବ କରିବା ପରେ […]

elephant

elephant

Niranjan Mishra
  • Published: Tuesday, 28 June 2022
  • Updated: 28 June 2022, 05:59 PM IST

Sports

Latest News

ଅନୁଗୁଳ(ଓଡ଼ିଶା ରିପୋର୍ଟର): ପୁଣି ଆଜି ଅନୁଗୁଳ ସାତକୋଶିଆ ଟିକରପଡା ରେଞ୍ଜ ଅନ୍ତର୍ଗତ କୁଶଖଳି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାଲିଠୁ ଅସୁସ୍ଥ ଓ ଦୁର୍ବଳ ଥିବା ଏହି ହାତୀର ଆଜି ସକାଳେ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଥିବା ନେଇ  ସୂଚନା ଦେଇଛନ୍ତି ଡିଏଫ୍ଓ।

ମୃତ ଅଣ୍ଡିରା ହାତୀ ଛୁଆର ବୟସ  ପ୍ରାୟ ୫ବର୍ଷ ବୋଲି ଜଣାପଡ଼ିଛି। ଏହି ହାତୀ ଛୁଆକୁ ବନ ବିଭାଗ ଅସୁସ୍ଥ ଅବସ୍ଥାରେ ଠାବ କରିବା ପରେ ଗତକାଲି ଠାରୁ ତାର ଚିକିତ୍ସା ଆରମ୍ଭ କରିଥିଲା।

ତେଣେ ବଡ଼ମ୍ବା ବନାଞ୍ଚଳ ଗତକାଲି ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଫରେଷ୍ଟରୁ ହାତୀ କଙ୍କାଳ ମିଳିବା ନେଇ ଆଠଗଡ଼ DFO ସୁଦର୍ଶନ ଗୋପିନାଥ ଯାଦବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗତକାଲି SITର ଏକ ୬ ଜଣିଆ ଟିମ୍ ବିଭିନ୍ନ ସ୍ପଟ୍ ଅନୁଧ୍ୟାନ କରିଥିଲେ। ମିଳିଥିବା ହାତୀ କଙ୍କାଳଟି ବହୁ ପୁରୁଣା ବୋଲି ଜଣାପଡ଼ିଛି। ମୃତ ହାତୀ ମାଈ କି ଦନ୍ତା ଜଣାପଡ଼ିନି। ଏହି ହାତୀ ମୃତ୍ୟୁରେ କୌଣସି ବନ କର୍ମଚାରୀଙ୍କ ସଂପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଥାଉକି, ରାଜ୍ୟରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଲାଣି। ନିର୍ଭୟରେ ଜଙ୍ଗଲରେ ବୁଲା ବୁଲି କରୁଥିବା ହାତୀଙ୍କୁ ଶିକାର କରୁଛନ୍ତି ଶିକାରୀ। କେଉଁଠି ଶିକାରୀର ଗୁଳି ଖାଉଛି ତ, ଆଉ କେଉଁଠି ଜନବସତି ଆଡ଼କୁ ପଶି ଆସି ବିପଦରେ ପଡୁଛନ୍ତି ଗଜରାଜ। ଗତକାଲି ହାତୀ କଙ୍କାଳ ମିଳିବା ଘଟଣା ମନରୁ ନ ଯାଉଣୁ ଆଉ ଏକ ହାତୀ ମୃତ୍ୟୁ ଘଟଣା ନଜର ଆସିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story