ପୁଲିସ୍‌ ଭ୍ୟାନ୍‌-ଟ୍ରକ୍‌ ଦୁର୍ଘଟଣା: ଚାଲିଗଲା ଆଉ ଜଣେ ଯବାନଙ୍କ ଜୀବନ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଗତ ଶୁକ୍ରବାର ଏକ ଟ୍ରକ୍ ଓ ପୁଲିସ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟଣାରେ ଆଉ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଘଟଣା ଦିନ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଓଏସ୍‌ଏପିର ଏହି ମୃତ ଯବାନଙ୍କ ନା ବିପ୍ରବ ସାହୁ। ତାଙ୍କ ଘର ଗଜପତି […]

policevan

policevan

Jitendra Garnayak
  • Published: Monday, 04 March 2019
  • Updated: 04 March 2019, 01:20 PM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଗତ ଶୁକ୍ରବାର ଏକ ଟ୍ରକ୍ ଓ ପୁଲିସ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟଣାରେ ଆଉ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଘଟଣା ଦିନ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ଓଏସ୍‌ଏପିର ଏହି ମୃତ ଯବାନଙ୍କ ନା ବିପ୍ରବ ସାହୁ। ତାଙ୍କ ଘର ଗଜପତି ଜିଲ୍ଲାରେ।

ଘଟଣା ଦିନ ଶଙ୍କର ପ୍ରସାଦ ପନ୍ତ ଓ ପ୍ରଶାନ୍ତ ବେହେରାଙ୍କ ମୃତ୍ୟୁ ଘଟିଥିଲା।

ଗତ ଶୁକ୍ରବାର ସକାଳ ପ୍ରାୟ ୬ଟା ବେଳେ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏନ୍‌ଏଚ୍‌-୪୯ରେ ଏହି ଦୁର୍ଘଟଣା ଘଟିଥିଲା। ଏତେ ଜୋରରେ ଧକ୍କା ହୋଇଥିଲା ଯେ ପୁଲିସ୍ ଭ୍ୟାନ୍‌ର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଥିଲା।

ଭ୍ୟାନ୍‌ରେ ପ୍ରାୟ ୪୦ ଜଣ ପୁଲିସ୍ କର୍ମଚାରୀ ଥିଲେ। ଝାରସୁଗୁଡ଼ା ଓଏସ୍‌ଏପି ସେକେଣ୍ଡ ବାଟାଲିଅନ୍‌ର ଏହି ଯବାନମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେମାନେ ଝାରସୁଗୁଡ଼ାରୁ ବନହରପାଲି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ୩୦ରୁ ଅଧିକ ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ଘଟଣା ଘଟିବା ଦିନ ମୁଖ୍ୟମନ୍ତ୍ରୀ ମୃତ ଦୁଇ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ସହିତ ସେମାନଙ୍କ ପରିବାରର ଜଣେ ଲେଖାଏଙ୍କୁ ଚାକିରି ଦେବାକୁ ଘୋଷଣା କରିଥିଲେ। ଏହା ସହିତ ଆହତମାନଙ୍କର ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story