ବିଜେବି ମହାବିଦ୍ୟାଳୟରେ ପୁଣି ଜଣେ ଛାତ୍ରଙ୍କୁ ରାଗିଂ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଛାତି ଉପରେ ଛିଡ଼ା ହୋଇଥିବା ବିଜେବି ମହାବିଦ୍ୟାଳୟ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ପୁଣି ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି। +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ରୁଦ୍ରନାରାୟଣ ପାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସିନିୟର ଓ କିଛି ଅଣଛାତ୍ର ତାଙ୍କୁ ନିର୍ଯାତନା ଦେବା ସହ ପିଟିଥିବା ଅଭିଯୋଗ କରିଛନ୍ତି। ନିର୍ଯାତନାରେ ଶିକାର ହୋଇଥିବା ରୁଦ୍ର ଓ ତାଙ୍କ ଅଭିଭାବକ ଏନେଇ ବଡ଼ଗଡ଼ ଥାନାରେ ଲିଖିତ […]

bjb-college

bjb-college

Manoranjan Sial
  • Published: Wednesday, 20 July 2022
  • Updated: 20 July 2022, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଛାତି ଉପରେ ଛିଡ଼ା ହୋଇଥିବା ବିଜେବି ମହାବିଦ୍ୟାଳୟ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ପୁଣି ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି। +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ରୁଦ୍ରନାରାୟଣ ପାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସିନିୟର ଓ କିଛି ଅଣଛାତ୍ର ତାଙ୍କୁ ନିର୍ଯାତନା ଦେବା ସହ ପିଟିଥିବା ଅଭିଯୋଗ କରିଛନ୍ତି। ନିର୍ଯାତନାରେ ଶିକାର ହୋଇଥିବା ରୁଦ୍ର ଓ ତାଙ୍କ ଅଭିଭାବକ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି।

କିଛି ଦିନ ତଳେ ବିଜେବି ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ। ୩ ସିନିୟର ଛାତ୍ରୀ ରାଗିଂ କରିଥିବାରୁ ଆତ୍ମହତ୍ୟା କରିଥିବା ସୁଚିକା ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ। ଏହି ଚିଠି ସାମ୍ନାକୁ ଆସିବାରୁ ଅଭିଭାବକ ଓ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ନ୍ୟୟ ଦାବିରେ ରୁଚିକାଙ୍କ ପରିବାର ଲୋକ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା। ତେବେ ପୁଲିସ ସେମାନଙ୍କୁ ଜବରଦସ୍ତ ଉଠାଇ ନେଇଥିଲା।

ସେପଟେ କମିଶନରେଟ୍‌ ପୁଲିସ ରାଗିଂ ଅଭିଯୋଗକୁ ଖଣ୍ଡନ କରିଥିଲା। ଏହି ନିଆଁ ଲିଭିନଥିବା ବେଳେ ଆଜି ପୁଣି ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story