ଯାଜପୁରରୁ ଆଉ ଦୁଇ ଜଣ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ

ଯାଜପୁର (ଓଡ଼ିଶା ରିପୋର୍ଟର):  ଗତକାଲି ଯାଜପୁର ଜିଲ୍ଲାରୁ ଜଣେ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଚି଼ହ୍ନଟ ହୋଇଛନ୍ତି । ଗତକାଲି ବିଞ୍ଝାରପୁର ଅଞ୍ଚଳର ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରି ହସ୍ପିଟାଲ ଆଇସୋଲେସନରେ ଭର୍ତ୍ତି କରାଯାଇଥିବା ବେଳେ, ଆଜି ରସୁଲପୁର ଓ ଧର୍ମଶାଳା ଅଞ୍ଚଳରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,  ତିନି ଜଣଙ୍କ […]

7690-1

7690-1

Tapaswini Nayak
  • Published: Thursday, 02 April 2020
  • Updated: 02 April 2020, 02:45 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର):  ଗତକାଲି ଯାଜପୁର ଜିଲ୍ଲାରୁ ଜଣେ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଚି଼ହ୍ନଟ ହୋଇଛନ୍ତି ।

ଗତକାଲି ବିଞ୍ଝାରପୁର ଅଞ୍ଚଳର ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରି ହସ୍ପିଟାଲ ଆଇସୋଲେସନରେ ଭର୍ତ୍ତି କରାଯାଇଥିବା ବେଳେ, ଆଜି ରସୁଲପୁର ଓ ଧର୍ମଶାଳା ଅଞ୍ଚଳରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,  ତିନି ଜଣଙ୍କ ସ୍ୱାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ‌ଆଜି ଚିହ୍ନଟ ହୋଇଥିବା ଦୁଇ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ସଂକ୍ରମଣ ବଢ଼ିଯିବା ଆଶଙ୍କାରେ ଯାଜପୁର ଜିଲ୍ଲାର ଚାରିପାଖକୁ ସିଲ୍ କରାଯାଇଛି। ଭଦ୍ରକରୁ ଅନେକ ଲୋକ ଯାଜପୁର ଆସୁଥିବାରୁ ସଂକ୍ରମଣ ଆଶଙ୍କା ରହୁଛି।

ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ ହୋଇଥିବା ଉକ୍ତ ଜିଲ୍ଲାର ଜିଲ୍ଲାପାଳ ସୂଚନା ଦେଇଥିଲେ। ସେ କହିଥିଲେ-  ଉକ୍ତ ବ୍ୟକ୍ତିଙ୍କୁ ହସ୍‌ପିଟାଲ୍‌ର ଆଇସୋଲେସନ୍‌ ରଖାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ  ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି।

ଗତ ମଙ୍ଗଳବାର ନିଜାମୁଦ୍ଦିନ ଫେରନ୍ତା ୩ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ  ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story