କେନ୍ଦ୍ରାପଡ଼ାରୁ ଅନୁଭବ, ସମ୍ବଲପୁରରୁ ନଳିନୀ, ଭୁବନେଶ୍ୱରରୁ ଅରୂପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଆଜି ଆଉ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଦଳ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଲଢ଼ିବେ। ସେହିପରି ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ବଦଳରେ ତାଙ୍କୁ […]

BaijayantAnubhav

BaijayantAnubhav

Jitendra Garnayak
  • Published: Wednesday, 27 March 2019
  • Updated: 27 March 2019, 09:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଆଜି ଆଉ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଦଳ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଲଢ଼ିବେ।

ସେହିପରି ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ପୂର୍ବରୁ ଆଲୋଚନା ହୋଇଆସୁଥିଲା। ନିକଟରେ ନଳିନୀ ବିଜେଡିରେ ମିଶିଥିଲେ।

ବାଲେଶ୍ୱରରୁ ସାଂସଦ ରବୀନ୍ଦ୍ର ଜେନା ପୁଣି ପ୍ରାର୍ଥୀ ହୋଇଛନ୍ତି। ପୁରୀରୁ ବି ଦଳ ପୁଣି ଥରେ ସାଂସଦ ପିନାକୀ ମିଶ୍ରଙ୍କୁ ଟିକେଟ୍ ଦେଇଛି।

ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ଅରୂପ ମୋହନ ପଟ୍ଟନାୟକଙ୍କୁ ଦଳ ଭୁବନେଶ୍ୱର ଲୋକସଭା ଆସନରୁ  ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକଙ୍କୁ ଟିକେଟ୍ ଦେଇଛି। ରାଜଶ୍ରୀ ଏବେ ତିର୍ତ୍ତୋଲର ବିଧାୟକ ଅଛନ୍ତି। ଜଗତସିଂହପୁର ସାଂସଦ କୁଳମଣି ସାମଲଙ୍କୁ ଏଥର ଦଳ ଟିକେଟ୍ ଦେଇନି।

[caption id="attachment_359311" align="aligncenter" width="750"]manjulata ମଞ୍ଜୁଲତା ମଣ୍ଡଳ[/caption]

ସେହିପରି ଯାଜପୁରରୁ ଶର୍ମିଷ୍ଠା ସେଠୀ, ମୟୂରଭଞ୍ଜରୁ ଡାକ୍ତର ଦେବାଶିଷ ମାରାଣ୍ଡି ଓ ଭଦ୍ରକରୁ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ପ୍ରାର୍ଥୀ କରିଛି।

କୁଳମଣି ଓ ନଗେନ୍ଦ୍ରଙ୍କ ଭଳି ଭଦ୍ରକ ସାଂସଦ ଅର୍ଜୁନ ସେଠୀ, ଯାଜପୁର ସାଂସଦ ରୀତା ତରାଇ, ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଓ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଟିକେଟ୍ କଟିଛି। ତେବେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ବିଜେଡି ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହା ସହିତ ଦଳ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ଏବେ ସମସ୍ତଙ୍କ ନଜର କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଉପରେ ରହିଛି। କାରଣ ଏହି ତିନିଟି ଆସନରେ ଏଯାଏ ଦଳ ପ୍ରାର୍ଥୀ ଦେଇନି।

https://youtu.be/ZuD8tlZj9hA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story