ଅନୁଗୋଳ: ପ୍ରେମ ସମ୍ପର୍କରୁ ହତ୍ୟାକାଣ୍ଡ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଅନ୍ତର୍ଗତ ଈଶ୍ୱରନଗର ଗାଁର ସୌଭାଗ୍ୟ ରାଜହଂସଙ୍କୁ ଗତାକାଲି ରାତିରେ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୌଭାଗ୍ୟଙ୍କ ବେକରେ ଗଭୀର ଚୋଟ ଚିହ୍ନ ଥିବାରୁ ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପାଳଲହଡ଼ା ପୁଲିସ ସ୍ପଷ୍ଟ କରିଥିଲେ ସୁଦ୍ଧା ହତ୍ୟାକାରୀର ଏଯାଏଁ କୌଣସି ସନ୍ଧାନ ମିଳିନି ପାଳଲହଡ଼ା ଥାନା ସବ୍ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ଦାସ କହିଛନ୍ତି।

anugul-murder

Rakesh Mallick
  • Published: Sunday, 07 June 2015
  • , Updated: 07 June 2015, 01:41 PM IST

Related story