‘ମୁଁ ଘରେ ଅଛି, ମୋତେ ବଦନାମ କରାଯାଉଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’ ଝିଅ ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସହଯୋଗୀ ରମେଶ ଗେନେରିଓ୍ୱାଲଙ୍କୁ ପୁଲିସ୍‌ ଗିରଫ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଗଣମାଧ୍ୟମରେ ଏପରି ଚର୍ଚ୍ଚାକୁ ଖଣ୍ଡନକୁ କରିଛନ୍ତି ଖୋଦ ରମେଶ। ସେ କହିଛନ୍ତି, ‘ମୁଁ ଘରେ ଅଛି, ଟିଭି ଦେଖୁଛି। ଗଣମାଧ୍ୟମରେ କ’ଣ ପ୍ରସାରଣ ହେଉଛି ମୁଁ କିଛି ଜାଣିନାହିଁ। ଏହାଦ୍ୱାରା ମୋତେ ବଦ୍‌ନାମ୍‌ କରାଯାଉଛି।’    ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ […]

anup-1--1

anup-1--1

Niharika Rout
  • Published: Monday, 17 February 2020
  • Updated: 17 February 2020, 01:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’ ଝିଅ ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସହଯୋଗୀ ରମେଶ ଗେନେରିଓ୍ୱାଲଙ୍କୁ ପୁଲିସ୍‌ ଗିରଫ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଗଣମାଧ୍ୟମରେ ଏପରି ଚର୍ଚ୍ଚାକୁ ଖଣ୍ଡନକୁ କରିଛନ୍ତି ଖୋଦ ରମେଶ। ସେ କହିଛନ୍ତି, ମୁଁ ଘରେ ଅଛି, ଟିଭି ଦେଖୁଛି। ଗଣମାଧ୍ୟମରେ କଣ ପ୍ରସାରଣ ହେଉଛି ମୁଁ କିଛି ଜାଣିନାହିଁ। ଏହାଦ୍ୱାରା ମୋତେ ବଦ୍‌ନାମ୍‌ କରାଯାଉଛି।  

ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ଏହି ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଗିରଫ କରିଛି। ଉଭୟଙ୍କୁ ଗିରଫ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।  

ତେବେ ଏହି ଡବଲ୍‌ ମର୍ଡର ଘଟଣାରେ ୨ଟି ଗାଡ଼ି ବ୍ୟବହାର ହୋଇଥିଲା ବୋଲି ଜଣାପଡ଼ିଛି। ଗୋଟିଏ ବୋଲେରୋ ଅନ୍ୟଟି ଇନୋଭା ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ୨ଟି ବ୍ରାଣ୍ଡ୍‌ ଗାଡ଼ିର ମାଲିକାନା ଖୋଦ୍ ଅନୁପଙ୍କ ପାଖରେ ଥିଲା ବୋଲି ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story