ବିଜେପିରେ ସାମିଲ ହେଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିରେ ସାମିଲ ହେଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜି ସେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଗତ ୨୦୧୪ରେ ଅଭିନୟ କ୍ୟାରିୟରରୁ ରାଜନୀତିକୁ ଆସିବା ସହ କଂଗ୍ରେସରେ ଯୋଗ ଦେଇଥିଲେ ଅପରାଜିତା। ତତ୍କାଳୀନ ପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଗତ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ କଟକ ଲୋକସଭା ଆସନ ପାଇଁ ଲଢ଼ି ପରାଜୟ ହୋଇଥିଲେ।

ଅପରାଜିତାଙ୍କ ପୂର୍ବରୁ ମହାଶ୍ୱେତା ରାୟ,ମିହିର ଦାସ ଓ ଅନୁ ଚୌଧୁରୀ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

ବିଜେପିରେ ସାମିଲ ହେବା ପରେ କ’ଣ କହୁଛନ୍ତି ଅପରାଜିତା ଜାଣିବାକୁ ଶୁଣନ୍ତୁ ଭିଡ଼ିଓ।

Ordigital Desk
• Published: Monday, 19 February 2018
• Updated: 19 February 2018, 12:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିରେ ସାମିଲ ହେଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜି ସେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଗତ ୨୦୧୪ରେ ଅଭିନୟ କ୍ୟାରିୟରରୁ ରାଜନୀତିକୁ ଆସିବା ସହ କଂଗ୍ରେସରେ ଯୋଗ ଦେଇଥିଲେ ଅପରାଜିତା। ତତ୍କାଳୀନ ପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଗତ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ କଟକ ଲୋକସଭା ଆସନ ପାଇଁ ଲଢ଼ି ପରାଜୟ ହୋଇଥିଲେ।

ଅପରାଜିତାଙ୍କ ପୂର୍ବରୁ ମହାଶ୍ୱେତା ରାୟ,ମିହିର ଦାସ ଓ ଅନୁ ଚୌଧୁରୀ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

ବିଜେପିରେ ସାମିଲ ହେବା ପରେ କ’ଣ କହୁଛନ୍ତି ଅପରାଜିତା ଜାଣିବାକୁ ଶୁଣନ୍ତୁ ଭିଡ଼ିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos