ଜଣେ ବ୍ୟୁରୋକ୍ରାଟ୍ ତୃତୀୟ ମହଲାରୁ ରାଜ୍ୟକୁ ନଚଲାନ୍ତୁ : ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବନିଯୁକ୍ତ ବିଜେପି ରାଜ୍ୟ ଉପସଭାପତି ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସିଧାସଳଖ ତୃତୀୟ ମହଲାକୁ ଇଙ୍ଗିତ କରି ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସରକାରଙ୍କ କରୋନା ମୁକାବିଲା ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ପାରଦର୍ଶିତା ସହ ରାଜ୍ୟ ସରକାର କାମ କରନ୍ତୁ। କେବଳ ବ୍ୟୁରୋକ୍ରାଟଙ୍କ ବୁଦ୍ଧିରେ ରାଜ୍ୟ ନଚାଲୁ। ସାଢ଼େ ୪କୋଟି ଜନତା ରାଜ୍ୟରେ ଜଣେ ଲୋକଙ୍କୁ ଭୋଟ୍ ଦେଇଛନ୍ତି। […]

700-1

700-1

Tapas Behera
  • Published: Friday, 12 June 2020
  • Updated: 12 June 2020, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବନିଯୁକ୍ତ ବିଜେପି ରାଜ୍ୟ ଉପସଭାପତି ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସିଧାସଳଖ ତୃତୀୟ ମହଲାକୁ ଇଙ୍ଗିତ କରି ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ସରକାରଙ୍କ କରୋନା ମୁକାବିଲା ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ପାରଦର୍ଶିତା ସହ ରାଜ୍ୟ ସରକାର କାମ କରନ୍ତୁ। କେବଳ ବ୍ୟୁରୋକ୍ରାଟଙ୍କ ବୁଦ୍ଧିରେ ରାଜ୍ୟ ନଚାଲୁ। ସାଢ଼େ ୪କୋଟି ଜନତା ରାଜ୍ୟରେ ଜଣେ ଲୋକଙ୍କୁ ଭୋଟ୍ ଦେଇଛନ୍ତି। ଆଉ ସେ ହିଁ ରାଜ୍ୟର ଚିଫ୍ ଏକଜ୍ୟୁକିଟିଭ୍। ସେ ରାଜ୍ୟ ଚଳାନ୍ତୁ। ଜଣେ ବ୍ୟୁରେକ୍ରାଟ୍ ତୃତୀୟ ମହଲାରୁ ରାଜ୍ୟକୁ ନଚଲାନ୍ତୁ ବୋଲି କହି ଶ୍ରୀମତୀ ଷଡ଼ଙ୍ଗୀ ରାଜ୍ୟ ଶାସନର ଶୈଳୀ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହାସହିତ ଆସନ୍ତା ୨୫ତାରିଖରେ ସେ ନିଜର ରିପୋର୍ଟ କାର୍ଡ ଲୋକଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି। ଭୁବନେଶ୍ୱର ସାଂସଦ ଭାବେ ସେ ଗତ ୧୨ମାସ ମଧ୍ୟରେ କ’ଣ କରିଛନ୍ତି, କେଉଁ ସବୁ ପ୍ରକଳ୍ପକୁ ହାତକୁ ନେଇଛନ୍ତି ଓ କ’ଣ ସବୁ କାର୍ଯ୍ୟ ସାରିଛନ୍ତି ତା’ର ଲିଖିତ ହିସାବ ସେ ଭୁବନେଶ୍ୱର ବାସିନ୍ଦା ତଥା ନିର୍ବାଚନମଣ୍ଡଳୀର ଲୋକଙ୍କୁ ଦେବେ।
ତାଙ୍କୁ ରାଜ୍ୟ ବିଜେପିର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story