ନବୀନ ନିବାସରେ ବୁଲିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ଉଠାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌.ରେହମାନ୍‌। ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ‘ଅସ୍କାର’ ବିଜେତା ରେହମାନ୍‌ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେ ବେଶ୍‌ କିଛି ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ନବୀନ ନିବାସରେ ବୁଲି ବୁଲି ନବୀନଙ୍କ ସହିତ ସେଲ୍‌ଫି ମଧ୍ୟ ଉଠାଇଛନ୍ତି ସଂଗୀତକାର ଏ.ଆର୍‌. ରେହମାନ। ଆସନ୍ତା ୨୭ ଓ ୨୮ ତାରିଖରେ ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ଉତ୍ସବରେ […]

selfe

selfe

Manoranjan Sial
  • Published: Friday, 23 November 2018
  • Updated: 23 November 2018, 07:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌.ରେହମାନ୍‌। ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ‘ଅସ୍କାର’ ବିଜେତା ରେହମାନ୍‌ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେ ବେଶ୍‌ କିଛି ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ନବୀନ ନିବାସରେ ବୁଲି ବୁଲି ନବୀନଙ୍କ ସହିତ ସେଲ୍‌ଫି ମଧ୍ୟ ଉଠାଇଛନ୍ତି ସଂଗୀତକାର ଏ.ଆର୍‌. ରେହମାନ।

ଆସନ୍ତା ୨୭ ଓ ୨୮ ତାରିଖରେ ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ଉତ୍ସବରେ ଉଭୟ କଟକ ଓ ଭୁବନେଶ୍ୱରରେ ସଙ୍ଗୀତ ପରିବେଷଣ କରିବେ ରେହମାନ। ଭୁବନେଶ୍ୱରରେ ୨୭ ତାରିଖରେ ଓ କଟକ ବାରବାଟୀ ଷ୍ଟାଡିୟମ୍‌ରେ ୨୮ ତାରିଖରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ।

ଅନ୍ୟପକ୍ଷରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ବାରବାଟୀ ଯାଇ ପ୍ରସ୍ତୁତି ଓ ସୁରକ୍ଷାର ସମୀକ୍ଷା କରିଛନ୍ତି ଡିସିପି ଅଖିଳେଶ୍ୱର ସିଂହ। ଷ୍ଟାଡିୟମରେ ପ୍ରବେଶ, ପ୍ରସ୍ଥାନ, ପାର୍କିଂର ଉପଯୁକ୍ତ ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଏକ ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଉଛି।

ଦେଖନ୍ତୁ ନବୀନ ନିବାସରେ ନବୀନଙ୍କ ସହ ରେହମାନଙ୍କ ଚିତ୍ର:

https://youtu.be/k-3UC6Uce6Q

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story