ଆରମ୍ଭ ହେଲା ଓଡ଼ିଶା ଷ୍ଟାର୍ଟ ଅପ୍‌ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ଓଡ଼ିଶା ଷ୍ଟାର୍ଟ ଅପ୍‌ ସମ୍ମିଳନୀ। ଏଥିରେ ରାଜ୍ୟର ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ଷ୍ଟାର୍ଟଅପ୍‌ମାନଙ୍କର ସଫଳତାର କାହାଣୀ, କାର୍ଯ୍ୟ ଶୈଳୀ, ବିନିଯୋଗ, ବ୍ୟବସାୟିକ ଯୋଜନା ସଂପର୍କରେ ଆଲୋଚନା କରାଯାଇଥିଲା। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଷ୍ଟାର୍ଟଅପ୍‌ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏକ୍ସଫର୍ଟମାନଙ୍କ ଦ୍ୱାରା ପ୍ୟାନେଲ ଆଲୋଚନା ହେଉଛି।

start-up

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 08:37 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ଓଡ଼ିଶା ଷ୍ଟାର୍ଟ ଅପ୍‌ ସମ୍ମିଳନୀ। ଏଥିରେ ରାଜ୍ୟର ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ଷ୍ଟାର୍ଟଅପ୍‌ମାନଙ୍କର ସଫଳତାର କାହାଣୀ, କାର୍ଯ୍ୟ ଶୈଳୀ, ବିନିଯୋଗ, ବ୍ୟବସାୟିକ ଯୋଜନା ସଂପର୍କରେ ଆଲୋଚନା କରାଯାଇଥିଲା।

ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଷ୍ଟାର୍ଟଅପ୍‌ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏକ୍ସଫର୍ଟମାନଙ୍କ ଦ୍ୱାରା ପ୍ୟାନେଲ ଆଲୋଚନା ହେଉଛି।

Related story