କୋର୍ଟରେ ହାଜର ହେବେ ଅର୍ଚ୍ଚନା, ଜାମିନ୍ ଆବେଦନ କଲେ ଜଗବନ୍ଧୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟରେ ଜାମିନ ଆବେଦନ କଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଖଣ୍ଡଗିରି ଥାନାରେ ଦାୟର ମାମଲାରେ ଭୁବନେଶ୍ୱର ସେସନ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପଟେ ଅର୍ଚ୍ଚନା ମାମାଲକୁ ଘାଣ୍ଟୁଥିବା ଇଡି, ବ୍ଲାକମେଲ କ୍ୱିନ୍‌କୁ ୭ ଦିନିଆ ଲମ୍ବା ରିମାଣ୍ଡରେ ଆଣିଥିଲେ ବି ଜେରା ବେଳେ ଅର୍ଚ୍ଚନା ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁନଥିବା କୁହାଯାଉଛି। ତେଣୁ ଆଜି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ […]

Archana

Archana

Niranjan Mishra
  • Published: Monday, 12 December 2022
  • Updated: 12 December 2022, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟରେ ଜାମିନ ଆବେଦନ କଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଖଣ୍ଡଗିରି ଥାନାରେ ଦାୟର ମାମଲାରେ ଭୁବନେଶ୍ୱର ସେସନ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏପଟେ ଅର୍ଚ୍ଚନା ମାମାଲକୁ ଘାଣ୍ଟୁଥିବା ଇଡି, ବ୍ଲାକମେଲ କ୍ୱିନ୍‌କୁ ୭ ଦିନିଆ ଲମ୍ବା ରିମାଣ୍ଡରେ ଆଣିଥିଲେ ବି ଜେରା ବେଳେ ଅର୍ଚ୍ଚନା ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁନଥିବା କୁହାଯାଉଛି। ତେଣୁ ଆଜି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରିବ ଇଡି। ପ୍ରଥମ ଦଫା ରିମାଣ୍ଡରେ ଇଡି ଅର୍ଚ୍ଚନାଙ୍କ ଠାରୁ କିଛି ଠୋସ୍ ତଥ୍ୟ ପାଇନଥିବା ଚର୍ଚ୍ଚା ହେଉଥିବାରୁ ତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଜେରା ପାଇଁ ଆବେଦନ କରିପାରେ। ସେପଟେ ଜଗବନ୍ଧୁ ଚାନ୍ଦକୁ ମଧ୍ୟ ଆସନ୍ତାକାଲି କୋର୍ଟରେ ହାଜର କରିବ ଇଡ଼ି। ଅନୁମାନ କରାଯାଉଛି, ଉଭୟ ନାଗ-ଚାନ୍ଦ ଦମ୍ପତିଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।

ଏହା ଭିତରେ ଅର୍ଚ୍ଚନାଙ୍କ ସତ୍ୟବିହାର ଘରେ ଅକ୍ଟୋବର ୬ରେ ହୋଇଥିବା ଚଢାଉ ବେଳେ ଖଣ୍ଡଗିରି ପୁଲିସ କଣ ସବୁ ଜବତ କରିଥିଲା, ସେ ତଥ୍ୟ ଇଡିକୁ ହସ୍ତାନ୍ତର କରିଛି। ଯାହା ଭିତରେ ରହିଛି ୫ଟି ଫୋନ୍, ୩ଟି ଟ୍ୟାବଲେଟ୍, ଦୁଇଟି ଲାପଟପ୍ ଓ ଦୁଇଟି ପେନ୍ ଡ୍ରାଇଭ। ଏସବୁ ଜବତ ସାମଗ୍ରୀ ଭିତରେ ଅର୍ଚ୍ଚନାର ହନିଟ୍ରାପ୍ ସ୍କାଣ୍ଡାଲର ବହୁ ତଥ୍ୟ ଲୁଚିଥିବା ଅନୁମାନ କରାଯାଉଛି। ସେପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ପାଖରେ ପୁଳା ପୁଳା ସୁନା ଓ ଅଳଙ୍କାର ଥିବା କୁହାଯାଉଥିବା ବେଳେ ଏସବୁ ସିଜ୍ ହୋଇଛି ନା କୁଆଡ଼େ ଗାଏବ ହୋଇଛି, ତାକୁ ନେଇ ପ୍ରଶ୍ନ ଉଠିଛି।

ସେପଟେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଆସିଛି ଟୁଇଷ୍ଟ। ଶ୍ରଦ୍ଧାଞ୍ଜଳି ବୟାନ କରିଛନ୍ତି ନାଗଫାଶ ଗୁମର ଓ ବ୍ଲାକମେଲ କ୍ୱିନ୍‌ର କଳା କାରବାରର ଚାଞ୍ଚଲ୍ୟକର ତଥ୍ୟ। ରାଜଧାନୀରେ କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ, କିଭଳି ଫଶୁଥିଲେ ବଡ଼ ବଡ଼ିଆ, ଆଉ କିଏ ହେଉଥିଲେ ମାଲାମାଲ୍? ରାଜ୍ୟର ସବୁଠୁ ବଡ଼ ଯୌନ କେଳେଙ୍କାରୀ କୁହାଯାଉଥିବା ଅର୍ଚ୍ଚନା ନାଗ ମାମଲା ସାମ୍ନାକୁ ଆସିବାର ପ୍ରାୟ ଅଢେଇ ମାସ ପରେ ଓଡ଼ିଶା ରିପୋର୍ଟର ହାତରେ ଲାଗିଛି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିର ୧୬୧ ଧାରାରେ ରେକର୍ଡ ହୋଇଥିବା ବୟାନ।

ଅକ୍ଟୋବର ୨, ୨୦୨୨ରେ ଖଣ୍ଡଗିରି ଥାନା ପୁଲିସ ରେକର୍ଡ କରିଥିବା ବୟାନର ନକଲରୁ ସବୁକିଛି ଜଳଜଳ ଦିଶିଛି। ଶ୍ରଦ୍ଧାଞ୍ଜଳି ଏଥିରେ କହିଛନ୍ତି, ‘୨୦୧୮ରେ ଚାକିରି ପାଇଁ ଭୁବନେଶ୍ୱର ଆସିଥିଲି। ଜାଗମରାରେ ଭଡ଼ାରେ ରହୁଥିବା ବେଳେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ପରିଚୟ ହୋଇଥିଲା। ପରେ ମୋତେ ସେକ୍ସ ସ୍ମାଣ୍ଡାଲରେ ଫସାଇବାକୁ ଟଙ୍କା ଲୋଭ ଦେଖାଇଥିଲା ଅର୍ଚ୍ଚନା। କିନ୍ତୁ ରାଜି ନହେବାରୁ ଯୋଜନା କରି ମୋତେ ମୃଦୁ ପାନୀୟରେ ନିଶା ଦେଇ ଅଶ୍ଲୀଳ ଭିଡିଓ ସୁଟ୍ କରିଥିଲା। ପରେ ଆରମ୍ଭ କରିଥିଲା ବ୍ଲାକମେଲିଂ। ପ୍ରଥମ ନୟାଗଡ଼ର ଜଣେ ବ୍ୟକ୍ତିଙ୍କୁ ଶିକାର ପରେ ଦ୍ୱିତୀୟରେ ଆସିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଅର୍ଚ୍ଚନାଙ୍କ ନିର୍ଦ୍ଦେଶ ଓ ଇସାରାରେ ଅକ୍ଷୟଙ୍କୁ ଫଶାଇବା ପରେ ତାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତାଲା ବି ଦେଇଥିଲି। ଅନେକ ସମୟରେ ଅର୍ଚ୍ଚନାର ସତ୍ୟବିହାର ଘରେ ଅନେକ ଲୋକ ପଇସା ଦେଉଥିବା ବେଳେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ତାକୁ ଗଣି ରଖନ୍ତି। ସେମାନେ ମୋ ପରି ଅନେକ ଝିଅଙ୍କୁ ଦେହ ବ୍ୟବସାୟରେ ବ୍ୟବହାର କରି ବଡ଼ ବଡ଼ ଲୋକଙ୍କୁ ଫସାଇଛନ୍ତି। ସେକ୍ସ ଭିଡିଓ କରି କୋଟି କୋଟି ରୋଜଗାର କରିଛନ୍ତି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story