ଗ୍ରୀଲ କାଟିବା ବେଳେ ଧରାପଡ଼ିଲା ଚୋର, ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

ପାଟକୁରା: ଚୋରଙ୍କୁ ଧରି ଛେଚିଲେ ଗାଁଲୋକେ।  ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।  ବିଳମ୍ବିତ ରାତିରେ ଗାଁର ଜଣଙ୍କ ଘର ଗ୍ରୀଲ କାଟି ୩ ଜଣ ଯୁବକ ଚୋରି ଉଦ୍ୟମ କରୁଥିଲେ। ଗ୍ରାମବାସୀ ଜାଣିପାରି ଚୋରକୁ ଧରିବା ପାଇଁ ଉଦ୍ୟମ କରିଥିଲେ।

[vc_video link="" align="center"]

ଏହି ସମୟରେ ଦୁଇଜଣ ଚୋର ଖସି ପଳାଇଥିବା ବେଳେ, ଗ୍ରାମବାସୀ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ପରେ ଧରାପଡ଼ିଥିବ ଚୋରକୁ ନିର୍ଦ୍ଧୁମ ଛେଚିଥିଲେ ଗାଁ ଲୋକେ।  ଏହାପରେ ଏକ ଇଲେଟ୍ରିକ୍ ପୋଲରେ ବାନ୍ଧି ଦେଇଥିଲେ।

ଆଜି ସକାଳେ ପୋଲିସ ଚୋରକୁ ଉଦ୍ଧାର କିରିବା ସହ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

Ordigital Desk
• Published: Thursday, 13 July 2017
• Updated: 13 July 2017, 01:06 PM IST

Sports

Latest News

ପାଟକୁରା: ଚୋରଙ୍କୁ ଧରି ଛେଚିଲେ ଗାଁଲୋକେ।  ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।  ବିଳମ୍ବିତ ରାତିରେ ଗାଁର ଜଣଙ୍କ ଘର ଗ୍ରୀଲ କାଟି ୩ ଜଣ ଯୁବକ ଚୋରି ଉଦ୍ୟମ କରୁଥିଲେ। ଗ୍ରାମବାସୀ ଜାଣିପାରି ଚୋରକୁ ଧରିବା ପାଇଁ ଉଦ୍ୟମ କରିଥିଲେ।

[vc_video link="" align="center"]

ଏହି ସମୟରେ ଦୁଇଜଣ ଚୋର ଖସି ପଳାଇଥିବା ବେଳେ, ଗ୍ରାମବାସୀ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ପରେ ଧରାପଡ଼ିଥିବ ଚୋରକୁ ନିର୍ଦ୍ଧୁମ ଛେଚିଥିଲେ ଗାଁ ଲୋକେ।  ଏହାପରେ ଏକ ଇଲେଟ୍ରିକ୍ ପୋଲରେ ବାନ୍ଧି ଦେଇଥିଲେ।

ଆଜି ସକାଳେ ପୋଲିସ ଚୋରକୁ ଉଦ୍ଧାର କିରିବା ସହ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos