ଏପ୍ରିଲ୧୩ରେ ରାଜଧାନୀର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ରାଜଧାନୀର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ଦିବସକୁ ଭୁବନେଶ୍ୱର ଗାନ୍ଧିମାର୍ଗରେ  ବଡ଼ ଜାକଜମକରେ  ପାଳନ କରାଯିବ। ଏନେଇ କ୍ୟାପିଟାଲ ହାଇସ୍କୁଲଠାରେ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା। ୩ ଦିନ ଧରି ପାଳନ ହେବାକୁ ଥିବା ଏହି ଦିବସରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେବେ। ବିଭିନ୍ନ ଜିଲ୍ଲାର କଳା ସଂସ୍କୃତି ନୃତ୍ୟର ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳିବ।

k

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 04:47 AM IST

Related story