ଆସନ୍ତାକାଲି ପାରାଦୀପରେ କାର୍ଯ୍ୟକାରୀ ହେବ ଡପ୍ଲର ରାର୍ଡାର

ପାରାଦୀପ: ପାରାଦୀପରେ ଡପ୍ଲର ରାର୍ଡାର ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ। ପ୍ରାୟ ୩୦କୋଟି ଟଙ୍କା ବ୍ୟୟରେ ଭାରତ ସରକାରଙ୍କ ପାଣିପାଗ ବିଭାଗ ପକ୍ଷରୁ ଏହାକୁ ପ୍ରତିଷ୍ଠା କରାଯାଇଛି। ୨୦୦୦ ମସିହାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୨୦୦୪ରେ ଶେଷ ହେବା କଥା। ମାତ୍ର କେତେକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏଥିରେ ଅହେତୁକ ବିଳମ୍ୱ ଘଟିଥିଲା।

paradeep

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 06:11 AM IST

Related story