ଆଶା କର୍ମୀଙ୍କ ଗାଲରେ ଡଟ୍‌ପେନ୍‌ ଖେଞ୍ଚିଲେ, ମାଡ଼ ମାରିଲେ ଡାକ୍ତର!

ଭବାନୀପାଟଣା (ରାଜ କୁମାର ସିଂଦେଓ): ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଆଶା କର୍ମୀଙ୍କ ଗାଲକୁ ଡଟ୍‌ପେନ୍‌ରେ ଖେଞ୍ଚିଲେ ଓ ମାଡ଼ ମାରିଲେ! ଏହାକୁ ନେଇ ଆଶା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଆଶା କର୍ମୀମାନେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଥୁଆମୂଳ-ରାମପୁର ବ୍ଲକ ବଣ୍ଡାବାଗ ଅଞ୍ଚଳର ଜଣେ ପ୍ରସୂତି ଆଜି ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡ୍ୟୁଟିରେ ଥିବା ସ୍ତ୍ରୀ ଓ ପ୍ରସୂତି […]

Kalahandi

Kalahandi

Manoranjan Sial
  • Published: Thursday, 30 September 2021
  • Updated: 30 September 2021, 09:30 PM IST

Sports

Latest News

ଭବାନୀପାଟଣା (ରାଜ କୁମାର ସିଂଦେଓ): ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଆଶା କର୍ମୀଙ୍କ ଗାଲକୁ ଡଟ୍‌ପେନ୍‌ରେ ଖେଞ୍ଚିଲେ ଓ ମାଡ଼ ମାରିଲେ! ଏହାକୁ ନେଇ ଆଶା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଆଶା କର୍ମୀମାନେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ଥୁଆମୂଳ-ରାମପୁର ବ୍ଲକ ବଣ୍ଡାବାଗ ଅଞ୍ଚଳର ଜଣେ ପ୍ରସୂତି ଆଜି ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡ୍ୟୁଟିରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ହେମାଙ୍ଗିନୀ ମେହେର ପ୍ରସୂତିଙ୍କୁ ଚିକିତ୍ସା କରୁଥିଲେ। ପ୍ରସୂତିଙ୍କ ସହିତ କଥା ହେଉଥିବା ବେଳେ ପାଖରେ ଛିଡ଼ା ହୋଇଥିବା ଆଶା କର୍ମୀ ସଂଗୀତା ନାଏକଙ୍କ ଗାଲରେ ଡଟ୍‌ପେନ୍‌ ଖେଞ୍ଚିଥିଲେ ଡାକ୍ତର ହେମାଙ୍ଗିନୀ ମେହେର। ଏଥିସହ ତାଙ୍କୁ ହାତରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଆଶାକର୍ମୀ ସଂଗୀତା ଏନେଇ ତାଙ୍କ ସଂଘ କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ଏହାକୁ ନେଇ ଆଶାକର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଡାକ୍ତରଙ୍କ ଏପରି କାର୍ଯ୍ୟ ପ୍ରତିବାଦରେ ଆଶା କର୍ମୀମାନେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ପରେ ମାଡ଼ ମାରିଥିବା ଡାକ୍ତରଙ୍କ ବିରୋଧରେ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତେବେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟୀତ୍ୱରେ ଥିବା ଏଡିଏମଓଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ମୁଁ ବର୍ତ୍ତମାନ ସୁଦ୍ଧା  ଅଭିଯୋଗ ପାଇନାହିଁ। ଅଭିଯୋଗ ପାଇଲା ପରେ ଘଟଣାର ତଦନ୍ତ କରିବି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story