ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି  ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଟ ଥାନା ଏଏସଆଇ କାର୍ତ୍ତିକ ବେହେରା । ଏକ ଡ୍ରେନକୁ ନେଇ କିଛି ଦିନ ହେବ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଘଟଣାର ସମାଧାନ ନିମନ୍ତେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏପରିକି ଏନେଇ ଉଭୟ ପକ୍ଷ ଥାନାରେ ଏତଲା ମଧ୍ୟ ଦେଇଥିଲେ। ପରେ କିନ୍ତୁ ସେମାନଙ୍କ ମଧ୍ୟରେ   ବୁଝାମଣା ହୋଇଯାଇଥିଲା । ତେବେ  ଘଟଣାର […]

rangali

Niharika Rout
  • Published: Friday, 31 July 2020
  • , Updated: 31 July 2020, 11:26 AM IST

ଅନୁଗୋଳ(ବିରଜା ପ୍ରସାଦ ଦାସ): ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି  ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଟ ଥାନା ଏଏସଆଇ କାର୍ତ୍ତିକ ବେହେରା । ଏକ ଡ୍ରେନକୁ ନେଇ କିଛି ଦିନ ହେବ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଘଟଣାର ସମାଧାନ ନିମନ୍ତେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଏପରିକି ଏନେଇ ଉଭୟ ପକ୍ଷ ଥାନାରେ ଏତଲା ମଧ୍ୟ ଦେଇଥିଲେ। ପରେ କିନ୍ତୁ ସେମାନଙ୍କ ମଧ୍ୟରେ   ବୁଝାମଣା ହୋଇଯାଇଥିଲା । ତେବେ  ଘଟଣାର ସମାଧାନ ପାଇଁ ଏଏସଆଇ କାର୍ତ୍ତିକ ବେହେରା ଉତ୍କୋଚ ମାଗିଥିବା ଏଏସ୍‌ଆଇ ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ଉତ୍ତର କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ASI କାର୍ତ୍ତିକ ବେହେରାଙ୍କୁ ନିଲମ୍ବନ କରିଛନ୍ତି ।

Related story