ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଭାଲୁ

ଆସିକା: ଗଞ୍ଜାମ ଜିଲ୍ଲା ପୋଲସରା ବନାଞ୍ଚଳ ଅନ୍ତର୍ଗତ ବୁଢ଼ାମ୍ଭ ଗାଁରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଆଜି ସକାଳେ ଏକ ଭାଲୁ ଫସି ରହିଥିଲା। ଶିକାରୀମାନେ ଫାଶଟିକୁ କାଟି ଦେଇଥିବା ବେଳେ ଭାଲୁର ଅଣ୍ଟାରେ ଆଘାତ ଲାଗିଥିବାରୁ ସେ ଯାଇପାରି ନାହିଁ। ଘଟଣାସ୍ଥଳରେ ବନ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

bear

Rakesh Mallick
  • Published: Sunday, 09 October 2016
  • , Updated: 09 October 2016, 11:52 AM IST

ଆସିକା: ଗଞ୍ଜାମ ଜିଲ୍ଲା ପୋଲସରା ବନାଞ୍ଚଳ ଅନ୍ତର୍ଗତ ବୁଢ଼ାମ୍ଭ ଗାଁରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଆଜି ସକାଳେ ଏକ ଭାଲୁ ଫସି ରହିଥିଲା। ଶିକାରୀମାନେ ଫାଶଟିକୁ କାଟି ଦେଇଥିବା ବେଳେ ଭାଲୁର ଅଣ୍ଟାରେ ଆଘାତ ଲାଗିଥିବାରୁ ସେ ଯାଇପାରି ନାହିଁ।

ଘଟଣାସ୍ଥଳରେ ବନ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Related story