ଆସିକା: ସଡକ ଦୁର୍ଘଟଣାରେ ଜଣେ ମୃତ

ଆସିକା: ଆସିକା ଥାନା ଅନ୍ତର୍ଗତ ମୁକୁନ୍ଦପୁର ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ଲିଙ୍ଗରାଜ ପାତ୍ର(୬୦) ଓ ତାଙ୍କ ଘର ଗୋଲାପଲ୍ଲୀ ଗାଁରେ। ମୃତ ଲିଙ୍ଗରାଜ ନିକଟସ୍ଥ ଚିନି କାରଖାନାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଜି ମଧ୍ୟାହ୍ନରେ ସେ ବାଇକରେ ଆସିକାକୁ ଆସୁଥିବା ବେଳେ ପଛପଟୁ ଏକ ଟାଟା ଏସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ ହୋଇଛି।  ଖବର ପାଇ ଆସିକା ପୋଲିସ […]

one dead at aska

one dead at aska

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 12:21 PM IST

Sports

Latest News

ଆସିକା: ଆସିକା ଥାନା ଅନ୍ତର୍ଗତ ମୁକୁନ୍ଦପୁର ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ଲିଙ୍ଗରାଜ ପାତ୍ର(୬୦) ଓ ତାଙ୍କ ଘର ଗୋଲାପଲ୍ଲୀ ଗାଁରେ। ମୃତ ଲିଙ୍ଗରାଜ ନିକଟସ୍ଥ ଚିନି କାରଖାନାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଜି ମଧ୍ୟାହ୍ନରେ ସେ ବାଇକରେ ଆସିକାକୁ ଆସୁଥିବା ବେଳେ ପଛପଟୁ ଏକ ଟାଟା ଏସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ ହୋଇଛି।  ଖବର ପାଇ ଆସିକା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story