ନାରୀ ନିର୍ଯାତନାରେ ଆଗେ ଉତ୍ତରପ୍ରଦେଶ ସେକେଣ୍ଡରେ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଉଦ୍‌ବେଗଜନକ ହାରରେ ବଢି ଚାଲିଛି ମହିଳାଙ୍କ ପ୍ରତି ଅତ୍ୟାଚାର । ଗତ ଦୁଇବର୍ଷରେ ଏ ସଂପର୍କିତ ମାମଲାର ସଂଖ୍ୟାର ତୁଳନାତ୍ମକ ହିସାବ କରି ଓଡ଼ିଶାକୁ ଦେଶରେ ଦୁଇ ନମ୍ବର ସ୍ଥାନ ଦେଇଛି ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ। ସେହିପରି ଶିଶୁ ଉତ୍ପୀଡ଼ନରେ ବି ସବୁଠୁ ଆଗରେ ରହିଛି ଓଡ଼ିଶା । ଯାହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି । ବିଧାନସଭାରେ ବିରୋଧୀ ବି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଥିବାବେଳେ ଏହାର […]

Misbehave

Misbehave

Tapas Behera
  • Published: Thursday, 01 October 2020
  • Updated: 01 October 2020, 08:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଉଦ୍‌ବେଗଜନକ ହାରରେ ବଢି ଚାଲିଛି ମହିଳାଙ୍କ ପ୍ରତି ଅତ୍ୟାଚାର । ଗତ ଦୁଇବର୍ଷରେ ଏ ସଂପର୍କିତ ମାମଲାର ସଂଖ୍ୟାର ତୁଳନାତ୍ମକ ହିସାବ କରି ଓଡ଼ିଶାକୁ ଦେଶରେ ଦୁଇ ନମ୍ବର ସ୍ଥାନ ଦେଇଛି ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ। ସେହିପରି ଶିଶୁ ଉତ୍ପୀଡ଼ନରେ ବି ସବୁଠୁ ଆଗରେ ରହିଛି ଓଡ଼ିଶା । ଯାହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି । ବିଧାନସଭାରେ ବିରୋଧୀ ବି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଥିବାବେଳେ ଏହାର ଜବାବ ରଖିଛି ବିଜେଡି।

ନାରୀ ନିର୍ଯାତନାରେ ଦେଶରେ ଦୁଇ ନମ୍ବର ଓଡ଼ିଶା ମହିଳା ଉତ୍ପୀଡ଼ନ ମାମଲାକୁ ନେଇ ଏନ୍ସିଆରବି ଦେଇଛି । ଆଖି ତରାଟିଲା ଭଳି ତଥ୍ୟ କେବଳ ଉତ୍ତର ପ୍ରଦେଶ ପଛକୁ ରହିଛି ଓଡ଼ିଶା । ଜାତୀୟ କ୍ରାଇମ୍ ରୋକର୍ଡ ବ୍ୟୁରୋ ବା NCRB ରିପୋର୍ଟ ଅନୁସାରେ-୨୦୧୮ ତୁଳନାରେ ୨୦୧୯ରେ ଓଡ଼ିଶାରେ ମହିଳାଙ୍କ ପ୍ରତି ଅତ୍ୟାଚାର ହାର ବଢିଛି ୧୪. ୩୪ ପ୍ରତିଶତ । ୨୦୧୮ରେ ଏ ସମ୍ପର୍କିତ ମାମଲା ସଂଖ୍ୟା ୨୦, ୨୭୪ ଥିବାବେଳେ ୨୦୧୯ରେ ପହଞ୍ଚିଥିଲା ୨୩, ୧୮୩ରେ । ଖାଲି ସେତିକି ନୁହେଁ ଗତବର୍ଷର ୧୩୮୩ଟି ବଳାତ୍କାର ମାମଲା ସହ ଏହି ତାଲିକାରେ ଦେଶରେ ଅଷ୍ଟମ ସ୍ଥାନରେ ରହିଛି ଓଡିଶା । ତାଛଡ଼ା ୧୫୦୫ଟି ଶିଶୁ ଦୁଷ୍କର୍ମ ମାମଲା ସହ ଏହି ତାଲିକାରେ ବି ସପ୍ତମ ସ୍ଥାନକୁ ଉଠିଛି । ତେବେ ସବୁଠୁ ଅଧିକ ଚିନ୍ତାଜନକ ବିଷୟ ହୋଇଛି ଚାଇଲ୍ଡ ପୋର୍ଣ୍ଣୋଗ୍ରାଫି ।

ଯେଉଁଥିରେ କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ବିହାରକୁ ପଛରେ ପକାଇ ଟପ୍‌ରେ ରହିଛି ଓଡ଼ିଶା ।୨୦୧୮ରେ ଏ ସମ୍ପର୍କିତ ୩୩୩ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୯ରେ ଏହା ଛୁଇଁଥିଲା ୫୪୨ । ତେବେ ସବୁଠୁ ଅଧିକ ଟେନସନ୍ ବଢ଼ାଇଛି ସାଇବର କ୍ରାଇମ୍ । ୨୦୧୮ ତୁଳନାରେ ୨୦୧୯ରେ ରାଜ୍ୟରେ ପାଖାପାଖି ୭୬ ପ୍ରତିଶତ ବଢିଛି ସାଇବର ଅପରାଧ ସଂଖ୍ୟା । ୨୦୧୮ରେ ମାମଲା ସଂଖ୍ୟା ୮୪୩ ଥିବାବେଳେ ଗତବର୍ଷ ରୁଜୁ ହୋଇଥିଲା ରେକର୍ଡ ସଂଖ୍ୟକ ୧୪୮୫ଟି କେଶ୍। ସେପଟେ

ଆଇନ୍‌ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ହିଁ ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ଆଣି ବିଧାନସଭାରେ ପ୍ରସଙ୍ଗ ଉଠାଇ ଉଦ୍‌ବେଗ ପ୍ରକାଶ କରିଥିଲେ ବିରୋଧୀ । ଜବାବରେ ବିଜେଡି କହିଛି, ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story