ରାଉରକେଲା ଏନ୍‌ଆଇଟି କ୍ୱାର୍ଟର୍ସରୁ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି/ପବନ ତିୱାରୀ): ରାଉରକେଲା ସ୍ଥିତ ଏନ୍‌ଆଇଟି ପରିସରରେ ଥିବା ଷ୍ଟାଫ୍‌ କ୍ୱାର୍ଟର୍ସରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର ଆର. ଜୟ ବାଲାନ୍‌ (୩୮) ଓ ତାଙ୍କ ପତ୍ନୀଙ୍କ ବୟସ(୩୫)। ୯ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। ଶ୍ରୀ ବାଲାନ୍‌ ଲାଇଫ୍ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଥିଲେ। ଗତ ଦୁଇ ଦିନ ହେଲା ତାଙ୍କ ଘର ଭିତର ପଟୁ କବାଟ ବନ୍ଦ ଥିଲା। ତେଣୁ ଲୋକଙ୍କର ସନ୍ଦେହ […]

nit

nit

Jyoshna Pradhan
  • Published: Saturday, 17 August 2019
  • Updated: 17 August 2019, 11:02 AM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି/ପବନ ତିୱାରୀ): ରାଉରକେଲା ସ୍ଥିତ ଏନ୍‌ଆଇଟି ପରିସରରେ ଥିବା ଷ୍ଟାଫ୍‌ କ୍ୱାର୍ଟର୍ସରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର ଆର. ଜୟ ବାଲାନ୍‌ (୩୮) ଓ ତାଙ୍କ ପତ୍ନୀଙ୍କ ବୟସ(୩୫)। ୯ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। ଶ୍ରୀ ବାଲାନ୍‌ ଲାଇଫ୍ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଥିଲେ।

ଗତ ଦୁଇ ଦିନ ହେଲା ତାଙ୍କ ଘର ଭିତର ପଟୁ କବାଟ ବନ୍ଦ ଥିଲା। ତେଣୁ ଲୋକଙ୍କର ସନ୍ଦେହ ହୋଇଥିଲା।  ଏନ୍‌ଆଇଟ୍‌ର ସିକ୍ୟୁରିଟି ଇନ୍‌ଚାର୍ଜଙ୍କଠାରୁ ଏ ସଂପର୍କରେ ଖବର ପାଇ ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ସେଠାରେ ପହଞ୍ଚିଥିଲା ଓ ଘରଟିକୁ ସିଲ୍ କରି ଦେଇଥିଲା। ଆଜି ସକାଳେ କବାଟ ଭାଙ୍ଗି ପୁଲିସ୍‌ କ୍ୱାର୍ଟର୍ସ ଭିତରେ ପଶିଥିଲା। ଘର ଭିତରେ ବାଲାନ୍‌ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ସେଠାରେ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍ ଓ ଡଗ୍ ସ୍ୱାଡ୍‌ ମଧ୍ୟ ସେଠାରେ ପହଞ୍ଚିଛନ୍ତି।

rklଏନ୍‌ଆଇଟି କ୍ୱାର୍ଟର୍ସ ପରିସରରେ ଥିବା ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, ଶେଷ ଥର ପାଇଁ ଅଗଷ୍ଟ ୧୪ ତାରିଖରେ ଏହି ଦମ୍ପତିଙ୍କୁ ବାହାରେ ଦେଖିବାକୁ ମିଳିଥିଲା। ସେତେବେଳେ ସେମାନେ ସ୍ୱାଭାବିକ ଦେଖାଯାଉଥିଲେ।

ସହକାରୀ ପ୍ରଫେସର ଆର. ବାଲାନ୍‌ ଦୁଇ ଦିନ ଧରି କଲେଜ୍ ଯାଇ ନଥିବା ବି ସୂଚନା ମିଳିଛି। ବାଲାନ୍‌ ଦମ୍ପତିଙ୍କର ସନ୍ତାନସନ୍ତତି ନାହାନ୍ତି।

ରାଉରକେଲା ସିଟି ଡିଏସ୍‌ପି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଏଣୁ ଏବେ କିଛି କହିବା ଠିକ୍ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story