ଆଠଗଡ଼ରେ ରାଜା ସ୍ୱାଇଁଙ୍କୁ ଠେଲାପେଲା

ଆଠଗଡ଼: ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ବରହମ୍‌ପୁର ଗାଁରେ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ହଟହଟ୍ଟା ହୋଇଛନ୍ତି। ଏପରିକି ବିଧାୟକଙ୍କୁ ସ୍ଥାନୀୟ ଲୋକେ ଠେଲାପେଲା ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଆସନ୍ତାକାଲି ଆଠଗଡ଼ ବ୍ଲକରେ ନିର୍ବାଚନ ହେବ। ସେଥିପାଇଁ ଗତକାଲିଠାରୁ ପ୍ରଚାର ଶେଷ ହୋଇଯାଇଛି। ଆଜି ସନ୍ଧ୍ୟାରେ ରାଜା ସ୍ୱାଇଁ ତାଙ୍କର କିଛି ସମର୍ଥକଙ୍କ ସହ ବରହମ୍‌ପୁର ଗାଁରେ ପହଞ୍ଚିଥିଲେ। ତେବେ ଗାଁ ଲୋକେ ତାଙ୍କୁ ବିରୋଧ କରିଥିଲେ। ପ୍ରଚାର ସରିଥିବା […]

athagda

athagda

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 08:08 PM IST

Sports

Latest News

ଆଠଗଡ଼: ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ବରହମ୍‌ପୁର ଗାଁରେ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ହଟହଟ୍ଟା ହୋଇଛନ୍ତି। ଏପରିକି ବିଧାୟକଙ୍କୁ ସ୍ଥାନୀୟ ଲୋକେ ଠେଲାପେଲା ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ଆସନ୍ତାକାଲି ଆଠଗଡ଼ ବ୍ଲକରେ ନିର୍ବାଚନ ହେବ। ସେଥିପାଇଁ ଗତକାଲିଠାରୁ ପ୍ରଚାର ଶେଷ ହୋଇଯାଇଛି। ଆଜି ସନ୍ଧ୍ୟାରେ ରାଜା ସ୍ୱାଇଁ ତାଙ୍କର କିଛି ସମର୍ଥକଙ୍କ ସହ ବରହମ୍‌ପୁର ଗାଁରେ ପହଞ୍ଚିଥିଲେ। ତେବେ ଗାଁ ଲୋକେ ତାଙ୍କୁ ବିରୋଧ କରିଥିଲେ। ପ୍ରଚାର ସରିଥିବା ବେଳେ ବିଧାୟକ କଣ ପାଇଁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ବିଧାୟକ ସ୍ୱାଇଁ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story