ଆଠଗଡ଼: ଛୁଆହାତୀର ମୃତଦେହ ଠାବ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଉଦା ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଏକ ୬ ମାସର ହାତୀ ଛୁଆର ଗଳିତ ମୃତଦେହ ଠାବ କରାଯାଇଛି। ହାତୀଟି ଦୁଇ ଦିନ ତଳୁ ମରିଥିବା ଅନୁମାନ କରାଯାଉଛି। ତେବେ ଆଠଗଡ଼ ରେଞ୍ଜର କହିଛନ୍ତି ଯେ କିଛି ଦିନ ହେବ ହାତୀ ଛଆଟି ଅସୁସ୍ଥ ଥିଲା। ଅସୁସ୍ଥତା ଯୋଗୁ ତା’ର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଏହି ଜଙ୍ଗଲରେ ଏବେ ୨୬ଟି ହାତୀ ରହିଛନ୍ତି।

hati

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 04:07 AM IST

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଉଦା ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଏକ ୬ ମାସର ହାତୀ ଛୁଆର ଗଳିତ ମୃତଦେହ ଠାବ କରାଯାଇଛି। ହାତୀଟି ଦୁଇ ଦିନ ତଳୁ ମରିଥିବା ଅନୁମାନ କରାଯାଉଛି। ତେବେ ଆଠଗଡ଼ ରେଞ୍ଜର କହିଛନ୍ତି ଯେ କିଛି ଦିନ ହେବ ହାତୀ ଛଆଟି ଅସୁସ୍ଥ ଥିଲା। ଅସୁସ୍ଥତା ଯୋଗୁ ତା’ର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଏହି ଜଙ୍ଗଲରେ ଏବେ ୨୬ଟି ହାତୀ ରହିଛନ୍ତି।

Related story