ବଣୁଆ ହାତୀର ପେଟ ତଳେ ପଶି ଷ୍ଟଣ୍ଟ ଦେଖାଇଲେ ଯୁବକ: ଦେଖନ୍ତୁ ଭିଡିଓ

<p>ଆଠଗଡ଼(ଓଡ଼ିଶା ରିପୋର୍ଟର): ଜଙ୍ଗଲୀ ଜନ୍ତୁଙ୍କୁ ହଇରାଣ କରିବା ଏକ ଦଣ୍ଡନୀୟ ଅପରାଧ। ଏହା ସତ୍ତ୍ୱେ ଗୋଟିଏ ଜଙ୍ଗଲୀ ହାତୀକୁ ଖାଇବାକୁ ଦେଇ ହଇରାଣ କରାଯାଉଛି। ଏପରି ତା&rsquo; ପଟ ତଳେ ପଶି ଷ୍ଟଣ୍ଟ ସିନ୍&zwnj; ଦେଖାଉଛନ୍ତି ଯୁବକ। ଏହା ବିପଦପୂର୍ଣ୍ଣ ଥିବା ଜାଣି ମଧ୍ୟ ଯୁବକମାନେ ଏପରି କରିବା ପରିବେଶବିତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏପରି ଅଦ୍ଭୁତ ଦୃଶ୍ୟ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି।</p> <p>ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି। ବଣ୍ୟ ଜନ୍ତୁମାନେ ଖାଇବାକୁ ନପାଇ ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି। ଆଠଗଡ଼ ବନଖଣ୍ଡରୁ ଗୋଟିଏ ହାତୀ ୫୫ ନମ୍ବର ଜାତୀୟ ରାଜପଥ ବଉଳ ନିକଟକୁ ଚାଲି ଆସିଥିଲା। ହାତୀକୁ ଦେଖି ଗାଁ ଲୋକେ ଭିଡ଼ ଜମାଇ ଥିଲେ। ପରେ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଖାଇବାରେ ବ୍ୟସ୍ତ ଥିବା ବେଳେ ଜଣେ ଯୁବକ ତା&rsquo; ପେଟ ତଳେ ଗଳି ଷ୍ଟଣ୍ଟ ସିନ୍&zwnj; ଦେଖାଉଥିଲା। ହାତୀଟି ଜାଣିପାରି ତା&rsquo; ଗୋଡ଼ ବୁଲାଇଥିଲା। ମାତ୍ର ହାତୀର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲା। ପରେ ହାତୀଟି ଉତ୍&zwnj;କ୍ଷିପ୍ତ ହୋଇ ଯୁବକଙ୍କୁ ଗୋଡ଼ାଉଥିବା ଦେଖିବାକୁ ମିଳିଛି।</p>

Ordigital Desk
  • Published: Thursday, 25 January 2018
  • Updated: 25 January 2018, 04:45 PM IST

Sports

Latest News

<p>ଆଠଗଡ଼(ଓଡ଼ିଶା ରିପୋର୍ଟର): ଜଙ୍ଗଲୀ ଜନ୍ତୁଙ୍କୁ ହଇରାଣ କରିବା ଏକ ଦଣ୍ଡନୀୟ ଅପରାଧ। ଏହା ସତ୍ତ୍ୱେ ଗୋଟିଏ ଜଙ୍ଗଲୀ ହାତୀକୁ ଖାଇବାକୁ ଦେଇ ହଇରାଣ କରାଯାଉଛି। ଏପରି ତା&rsquo; ପଟ ତଳେ ପଶି ଷ୍ଟଣ୍ଟ ସିନ୍&zwnj; ଦେଖାଉଛନ୍ତି ଯୁବକ। ଏହା ବିପଦପୂର୍ଣ୍ଣ ଥିବା ଜାଣି ମଧ୍ୟ ଯୁବକମାନେ ଏପରି କରିବା ପରିବେଶବିତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏପରି ଅଦ୍ଭୁତ ଦୃଶ୍ୟ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି।</p><p>ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି। ବଣ୍ୟ ଜନ୍ତୁମାନେ ଖାଇବାକୁ ନପାଇ ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି। ଆଠଗଡ଼ ବନଖଣ୍ଡରୁ ଗୋଟିଏ ହାତୀ ୫୫ ନମ୍ବର ଜାତୀୟ ରାଜପଥ ବଉଳ ନିକଟକୁ ଚାଲି ଆସିଥିଲା। ହାତୀକୁ ଦେଖି ଗାଁ ଲୋକେ ଭିଡ଼ ଜମାଇ ଥିଲେ। ପରେ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଖାଇବାରେ ବ୍ୟସ୍ତ ଥିବା ବେଳେ ଜଣେ ଯୁବକ ତା&rsquo; ପେଟ ତଳେ ଗଳି ଷ୍ଟଣ୍ଟ ସିନ୍&zwnj; ଦେଖାଉଥିଲା। ହାତୀଟି ଜାଣିପାରି ତା&rsquo; ଗୋଡ଼ ବୁଲାଇଥିଲା। ମାତ୍ର ହାତୀର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲା। ପରେ ହାତୀଟି ଉତ୍&zwnj;କ୍ଷିପ୍ତ ହୋଇ ଯୁବକଙ୍କୁ ଗୋଡ଼ାଉଥିବା ଦେଖିବାକୁ ମିଳିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos