ଖୋର୍ଦ୍ଧାରେ ପୁଣି ଏଟିଏମ୍‌ ଲୁଟ୍‌

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ଲୁଟେରା। ଟାର୍ଗେଟ୍‌ କରୁଛନ୍ତି ଗୋଟିଏ ପରେ ଗୋଟିଏ ଏଟିଏମ୍। ଗତକାଲି ବାଜପୁର ନିକଟ ନନ୍ଦପୁରରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍ ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ନିରାକାରପୁର, ତୁଳସୀପୁର ଓ ଜଟଣୀରେ ମଧ୍ୟ ଏଟିଏମ୍  ଲୁଟ୍ ହୋଇଥିଲା। ଅଧିକ ପଢ଼ନ୍ତୁ- ଏଟିଏମ୍‌ ତାଡ଼ି ନେଲେ ଦୁର୍ବୃତ୍ତ  

ATM

ATM

Jyoshna Pradhan
  • Published: Thursday, 15 November 2018
  • Updated: 15 November 2018, 10:22 AM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ଲୁଟେରା। ଟାର୍ଗେଟ୍‌ କରୁଛନ୍ତି ଗୋଟିଏ ପରେ ଗୋଟିଏ ଏଟିଏମ୍। ଗତକାଲି ବାଜପୁର ନିକଟ ନନ୍ଦପୁରରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍ ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ନିରାକାରପୁର, ତୁଳସୀପୁର ଓ ଜଟଣୀରେ ମଧ୍ୟ ଏଟିଏମ୍  ଲୁଟ୍ ହୋଇଥିଲା।

ଅଧିକ ପଢ଼ନ୍ତୁ- ଏଟିଏମ୍ତାଡ଼ି ନେଲେ ଦୁର୍ବୃତ୍ତ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story