ଏଟିଏମ ଭାଙ୍ଗି ଲୁଟି ନେଲେ ୨୫ଲକ୍ଷ
ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଏଟିଏମ ଭାଙ୍ଗି ଲୁଟି ନେଲେ ୨୫ଲକ୍ଷ ୫୬ ହଜାର ଟଙ୍କା।ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଏସବିଆଇ ଏଟିଏମ୍ ରୁ ଗତକାଲି ରାତିରେ ଲୁଟ୍ କରିଛନ୍ତି ଲୁଟେରା। ଲୁଟ୍ ପାଇଁ ସେମାନେ ଗ୍ୟାସ୍ କଟର ବ୍ୟବହାର କରିଥିବା ଜଣାପଡିଛି। ଢେଙ୍କାନାଳ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।