ବୈଜୟନ୍ତଙ୍କ ରୋଡ୍ ଶୋ’ ବେଳେ ଆକ୍ରମଣ

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆଜି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ୍ ଶୋ’ ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେଡିର କିଛି କର୍ମୀ ବିଜେପିର ଦୁଇ ଜଣ କର୍ମୀଙ୍କୁ ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ ରୋଡ୍‌ ଶୋ’ ଆଳି ଅଭିମୁଖେ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଦୁଇ ବିଜେପି କର୍ମୀ ତ୍ରିଲୋଚନ ପାତ୍ର ଓ ଅଲେଖ ପରିଡ଼ା ଏକ ଇନୋଭା […]

car1

car1

Jitendra Garnayak
  • Published: Friday, 19 April 2019
  • Updated: 19 April 2019, 09:57 PM IST

Sports

Latest News

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆଜି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ୍ ଶୋ’ ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେଡିର କିଛି କର୍ମୀ ବିଜେପିର ଦୁଇ ଜଣ କର୍ମୀଙ୍କୁ ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ସନ୍ଧ୍ୟାରେ ରୋଡ୍‌ ଶୋ’ ଆଳି ଅଭିମୁଖେ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଦୁଇ ବିଜେପି କର୍ମୀ ତ୍ରିଲୋଚନ ପାତ୍ର ଓ ଅଲେଖ ପରିଡ଼ା ଏକ ଇନୋଭା ଗାଡ଼ିରେ ଆସୁଥିବା ବେଳେ ଜୁଅଣିଆ ଛକ ନିକଟରେ ଚାରିରୁ ପାଞ୍ଚ ଜଣ ବିଜେଡି କର୍ମୀ ସେମାନଙ୍କ ଉପରକୁ ଟେକାମାଡ଼ କରିଥିଲେ। ଟେକାମାଡ଼ରେ ଗାଡ଼ିର କାଚ ଭାଙ୍ଗି ଯାଇଛି।

car232ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ। ଅନ୍ୟପକ୍ଷରେ ଘଟଣା ସଂପର୍କରେ ସୂଚନା ପାଇ ପୁଲିସ୍ ନିଜ ଆଡୁ ଆସି ଘଟଣାସ୍ଥଳରେ ତଦନ୍ତ କରିଛି। ଉଭୟ ତ୍ରିଲୋଚନ ଓ ଅଲେଖଙ୍କ ସହିତ ପୁଲିସ୍ ଆଲୋଚନା କରି ଦୁର୍ବୃତ୍ତଙ୍କ ସଂପର୍କରେ ଜାଣିବାକୁ ଚେଷ୍ଟା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story