ଫ୍ଲାଇଂ ସ୍କ୍ୱାଡ କର୍ମଚାରୀଙ୍କ ଉପରେ ଆକ୍ରମଣ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା  ଅନ୍ତର୍ଗତ  ମଧ୍ୟଶାସନରେ ଚଢଉ ବେଳେ ଫ୍ଲାଇଂ ସ୍କ୍ୱାଡ କର୍ମଚାରୀଙ୍କ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।ଏଥିରେ ୪ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାରେ ସ୍କ୍ୱାଡ  ପକ୍ଷରୁ ବିରିଡ଼ି ଥାନାରେ ୪୦ରୁ ଅଧିକ ଲୋକଙ୍କ ନାଁରେ ଏତଲା ଦିଆଯାଇତିଥିବା ସଦର SDPO ପ୍ରିୟରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବିରିଡ଼ି ଥାନା ମଧ୍ୟଶାସନରେ ଗତ ରାତିରେ କିଛି ଲୋକ ଭୋଜି କରୁଥିଲେ। ଏନେଇ ଖବର ପାଇ ଅତିରିକ୍ତ ତହସିଲଦାରଙ୍କ […]

police

police

Tapaswini Nayak
  • Published: Thursday, 29 October 2020
  • Updated: 29 October 2020, 01:43 PM IST

Sports

Latest News

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା  ଅନ୍ତର୍ଗତ  ମଧ୍ୟଶାସନରେ ଚଢଉ ବେଳେ ଫ୍ଲାଇଂ ସ୍କ୍ୱାଡ କର୍ମଚାରୀଙ୍କ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।ଏଥିରେ ୪ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାରେ ସ୍କ୍ୱାଡ  ପକ୍ଷରୁ ବିରିଡ଼ି ଥାନାରେ ୪୦ରୁ ଅଧିକ ଲୋକଙ୍କ ନାଁରେ ଏତଲା ଦିଆଯାଇତିଥିବା ସଦର SDPO ପ୍ରିୟରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ବିରିଡ଼ି ଥାନା ମଧ୍ୟଶାସନରେ ଗତ ରାତିରେ କିଛି ଲୋକ ଭୋଜି କରୁଥିଲେ। ଏନେଇ ଖବର ପାଇ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଏକ ଫ୍ଲାଇଂ ସ୍କ୍ୱାଡ ସମ୍ପୃକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲେ। ଏହି ସମୟରେ ଅପରପକ୍ଷର ଆକ୍ରମଣରେ ଫ୍ଲାଇଂ ସ୍କ୍ୱାଡର ୪ଜଣ କର୍ମଚାରୀ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story