ଆଉ ରିମାଣ୍ଡ ଆବେଦନ କଲାନି କ୍ରାଇମବ୍ରାଞ୍ଚ୍, ଚୌଦ୍ୱାର ଜେଲକୁ ଗଲେ ସତ୍ୟମ୍

କଟକ: ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ହାଜିରା ପରେ ପୁଣି ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆସନ୍ତା ୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ତାଙ୍କର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ତେବେ ଆଜି କୋର୍ଟରେ ସତ୍ୟମର ବେଲ୍ ଆବେଦନ ହୋଇ ନ ଥିଲା କି କ୍ରାଇମବ୍ରାଞ୍ଚ ତରଫରୁ ରିମାଣ୍ଡ ଅବଧି […]

satyam

satyam

Rakesh Mallick
  • Published: Monday, 24 August 2015
  • Updated: 24 August 2015, 04:56 PM IST

Sports

Latest News

କଟକ: ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ହାଜିରା ପରେ ପୁଣି ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆସନ୍ତା ୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ତାଙ୍କର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ତେବେ ଆଜି କୋର୍ଟରେ ସତ୍ୟମର ବେଲ୍ ଆବେଦନ ହୋଇ ନ ଥିଲା କି କ୍ରାଇମବ୍ରାଞ୍ଚ ତରଫରୁ ରିମାଣ୍ଡ ଅବଧି ବଢାଇବା ପାଇଁ ଆବେଦନ ହୋଇ ନ ଥିଲା। ଗତ ବୁଧବାର ମୁମ୍ୱାଇରୁ ସତ୍ୟମଙ୍କୁ ଗିରଫ କରିବା ପରେ ତାଙ୍କୁ ୩ ଦିନି ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଜେରା ବେଳେ ସାରଥିଙ୍କ ଅଏର୍ଥନୈତିକ କାରବାର, ସାରଥି ପ୍ରଡକନସ୍ ଓ ତାଙ୍କ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story