ଅଗଷ୍ଟ ସୁଦ୍ଧା ନିଯୁକ୍ତ ହେବେ ୮,୩୦୪ ଶିକ୍ଷା ସହାୟକ
ଭୁବନେଶ୍ୱର: ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ବୈଠକରେ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ୮ ହଜାର ୩୦୪ ଶିକ୍ଷା ସହାୟକଙ୍କୁ ନିଯୁକ୍ତ ହେବେ ବୋଲି ସ୍ଥିର ହୋଇଥିଲା । ଅର୍ଥ ବିଭାଗ ଦ୍ୱାରା ୬୬ ହଜାର ପଦବୀ ଅନୁମୋଦିତ ହୋଇଥିଲା । ୨୦୧୩ରୁ ଏପର୍ଯ୍ୟନ୍ତ ୨୮ ହଜାର ପଦବୀରେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି ।