‘AY 4.2 ଭାରିଆଣ୍ଟ ଭାରତରେ ନଗଣ୍ୟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): AY 4.2 ଭାରିଆଣ୍ଟ ହେଉଛି ଡେଲଟା ଭାଇରସର ଉପପ୍ରଜାତି। ନୂଆ ଭାରିଆଣ୍ଟକୁ ନେଇ ବ୍ୟସ୍ତ ହେବାର ନାହିଁ।  ଭାରତରେ ଏହା ଅତି ନଗଣ୍ୟ ବୋଲି ଆଜି ଡିମ୍ଇଟି ଡାକ୍ତର ସି.ବି.କେ. ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି, AY 4.2 ଭାରିଆଣ୍ଟରେ ଇନ୍ଦୋରରେ ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ରରେ କିଛି ମଧ୍ୟ ଏହି ଭାରିଆଣ୍ଟରେ ଚିହ୍ନଟ ହୋଇଛନ୍ତି।  ପ୍ରଥମେ ଚିହ୍ନଟ ହୋଇଥିବାରୁଏହାକୁ ଭ୍ୟାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନରେ ରଖାଯାଇଛି।  ଏହାପରେ ଏହା ଭାରିଆଣ୍ଟ […]

CBK_MOHANTY

Tapaswini Nayak
  • Published: Monday, 25 October 2021
  • , Updated: 25 October 2021, 02:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): AY 4.2 ଭାରିଆଣ୍ଟ ହେଉଛି ଡେଲଟା ଭାଇରସର ଉପପ୍ରଜାତି। ନୂଆ ଭାରିଆଣ୍ଟକୁ ନେଇ ବ୍ୟସ୍ତ ହେବାର ନାହିଁ।  ଭାରତରେ ଏହା ଅତି ନଗଣ୍ୟ ବୋଲି ଆଜି ଡିମ୍ଇଟି ଡାକ୍ତର ସି.ବି.କେ. ମହାନ୍ତି କହିଛନ୍ତି।

ସେ ଆହୁରି କହିଛନ୍ତି, AY 4.2 ଭାରିଆଣ୍ଟରେ ଇନ୍ଦୋରରେ ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ରରେ କିଛି ମଧ୍ୟ ଏହି ଭାରିଆଣ୍ଟରେ ଚିହ୍ନଟ ହୋଇଛନ୍ତି।  ପ୍ରଥମେ ଚିହ୍ନଟ ହୋଇଥିବାରୁଏହାକୁ ଭ୍ୟାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନରେ ରଖାଯାଇଛି।  ଏହାପରେ ଏହା ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ଓ ତାପରେ କନସର୍ଣ୍ଣ ଭାରିଆଣ୍ଟ ହେବ। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ  ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ ଷ୍ଟେଜ୍ ବୋଲି   ଘୋଷଣା କରିନାହିଁ।  ଏହା ଭ୍ୟାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନ ବୋଲି ୟୁ.କେ ଘୋଷଣା କରିଛି।

ଡିମ୍ଇଟି  ଆହୁରି କହିଛନ୍ତି, ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ  ଏହି ଭାରିଆଣ୍ଟ ଦେଖାଯାଉଛି।  ଭାରତରେ କିନ୍ତୁ ଏହା ଅତି ନଗଣ୍ୟ।  ତେଣୁ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ।

Related story