ପୁରୀ: ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ମୋହନ ସାହୁଙ୍କ ଘର ଓ ଅଫିସରେ ଆଜି  ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସର ୫ଟି ଟିମ୍ ସୁଧାଂଶୁଙ୍କ ସରକାରୀ ବାସଭବନ, ସର୍ବୋଦୟ ନଗରସ୍ଥିତି ବାସଭବନ,ପୂର୍ତ୍ତବିଭାଗର ଅଫିସରେ ଚଢାଉ କରାଯାଇଛି। ଏତଦବ୍ୟତୀତ ସୁଧାଂଶୁଙ୍କ ଭୁବନେଶ୍ୱରର ବିଜେବି ନଗର ଫ୍ଲାଟ୍ ଓ ଟଙ୍କପାଣି ରୋଡସ୍ଥିତ ପୈତୃକ ବାସଭବରେ ଚଢାଉ କରାଯାଇଛି। ଚଢାଉ ବେଳେ ୨ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରିଥିବା ସୂଚନା ମିଳିଛି। […]

puriiiii

puriiiii

Rakesh Mallick
  • Published: Friday, 26 February 2016
  • Updated: 26 February 2016, 07:40 AM IST

Sports

Latest News

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ମୋହନ ସାହୁଙ୍କ ଘର ଓ ଅଫିସରେ ଆଜି  ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସର ୫ଟି ଟିମ୍ ସୁଧାଂଶୁଙ୍କ ସରକାରୀ ବାସଭବନ, ସର୍ବୋଦୟ ନଗରସ୍ଥିତି ବାସଭବନ,ପୂର୍ତ୍ତବିଭାଗର ଅଫିସରେ ଚଢାଉ କରାଯାଇଛି। ଏତଦବ୍ୟତୀତ ସୁଧାଂଶୁଙ୍କ ଭୁବନେଶ୍ୱରର ବିଜେବି ନଗର ଫ୍ଲାଟ୍ ଓ ଟଙ୍କପାଣି ରୋଡସ୍ଥିତ ପୈତୃକ ବାସଭବରେ ଚଢାଉ କରାଯାଇଛି। ଚଢାଉ ବେଳେ ୨ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରିଥିବା ସୂଚନା ମିଳିଛି। ବ୍ୟାଙ୍କ ଆକାଉଣ୍ଟରେ୧୦ ଲକ୍ଷ ଟଙ୍କା ଥିବା ଜଣାପଡିଛି। ତା’ ସହ ସୁଧାଂଶୁ ଘରୁ ଦୁଇ ଶହ ଗ୍ରାମ ସୁନା ଜବତ କରାଯାଇଛି । ପୁରୀରେ  ଥିବା ୨ ମହଲା କୋଠାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story