ଅଘୋଷିତ ଆୟକୁ ଟିକସ ପକ୍ରିୟା ପରିସରକୁ ଆଣିବାକୁ ନୂଆ ଯୋଜନା‘ଆୟ ଘୋଷଣା ସ୍କିମ୍‌’

ଭୁବନେଶ୍ୱର: ଅଘୋଷିତ ଆୟକୁ ଟିକସ ପକ୍ରିୟା ପରିସର ମଧ୍ୟକୁ ଆଣିବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ‘ଆୟ ଘୋଷଣା ସ୍କିମ୍‌’। ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ଷେତ୍ରର ପ୍ରଧାନ ମୁଖ୍ୟ ଆୟକର କମିଶନର ସୁନୀଲ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“୨୦୧୫-୧୬ ଆର୍ଥିକ ବର୍ଷ କିମ୍ବା ଏହା ପୂର୍ବରୁ ଯେଉଁମାନଙ୍କ ଅଜ୍ଞାତ,ଗୁପ୍ତ ବା ଅଘୋଷିତ ଆୟ ଥିବ ସେମାନେ ଏହି ଯୋଜନାରେ ଘୋଷଣା ବା ଡିକ୍ଲାରେସନ ଦେଇପାରିବେ। ତେବେ ସେମାନଙ୍କୁ […]

ayakara

ayakara

Rakesh Mallick
  • Published: Thursday, 23 June 2016
  • Updated: 23 June 2016, 09:43 PM IST

Sports

Latest News

ଭୁବନେଶ୍ୱର: ଅଘୋଷିତ ଆୟକୁ ଟିକସ ପକ୍ରିୟା ପରିସର ମଧ୍ୟକୁ ଆଣିବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ‘ଆୟ ଘୋଷଣା ସ୍କିମ୍‌’। ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ଷେତ୍ରର ପ୍ରଧାନ ମୁଖ୍ୟ ଆୟକର କମିଶନର ସୁନୀଲ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“୨୦୧୫-୧୬ ଆର୍ଥିକ ବର୍ଷ କିମ୍ବା ଏହା ପୂର୍ବରୁ ଯେଉଁମାନଙ୍କ ଅଜ୍ଞାତ,ଗୁପ୍ତ ବା ଅଘୋଷିତ ଆୟ ଥିବ ସେମାନେ ଏହି ଯୋଜନାରେ ଘୋଷଣା ବା ଡିକ୍ଲାରେସନ ଦେଇପାରିବେ। ତେବେ ସେମାନଙ୍କୁ ନିଜର ଏହି ସମ୍ପତ୍ତି ଉପରେ ୪୫ ପ୍ରତିଶତ ଟିକସ ଦେବାକୁ ପଡିବ।ଏଥି ମଧ୍ୟରୁ ୩୦ ପ୍ରତିଶତ ଟିକସ ଥିବା ବେଳେ ୭.୫ ପ୍ରତିଶତ କୃଷି କଲ୍ୟାଣ ସେସ୍‌ ଏବଂ ୭.୫ ପ୍ରତିଶତ ଜରିମାନା ରହିଛି। ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଯଦି କୌଣସି କରଦାତା ନିଜ ଘୋଷଣାରେ ଭୁଲତଥ୍ୟ ଦିଅନ୍ତି ବା ତଥ୍ୟ ଗୋପନ ରଖନ୍ତି ତେବେ ସେମାନଙ୍କ ଘୋଷଣାକୁ ଅବୈଧ ବୋଲି ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story