ନୀଳପୋଖରୀରେ ବୁଡ଼ ପକାଇଲେ ଲକ୍ଷାଧିକ ଭକ୍ତ

<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାର ଆଜି ହେଉଛି ନୀଳପର୍ବ। ଲକ୍ଷାଧିକ ଭକ୍ତ ବ୍ରତଧାରୀମାନେ ନୀଳପର୍ବରେ ସାମିଲ ହୋଇ ନୀଳପୋଖରୀରେ ବୁଡ଼ ପକାଇଛନ୍ତି। ନୀଳପୋଖରୀରେ ନୀଳକାଠକୁ ଛୁଇଁ ସ୍ନାନ କରିବା ପରେ ଚନ୍ଦନେଶ୍ୱେରଙ୍କ ଦର୍ଶନ କଲେ ମନୋସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହଛି।</p> <p>ଚନ୍ଦନେଶ୍ୱର ପୀଠରେ ଓଡିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗରୁ ବି ବହୁ ଭକ୍ତଙ୍କ ସମାଗମ ହୋଇଛି। ଆସନ୍ତାକାଲି ମାଳା ଚନ୍ଦନ ଏବଂ ପାଟଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।</p>

Ordigital Desk
  • Published: Thursday, 12 April 2018
  • Updated: 12 April 2018, 05:12 PM IST

Sports

Latest News

<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାର ଆଜି ହେଉଛି ନୀଳପର୍ବ। ଲକ୍ଷାଧିକ ଭକ୍ତ ବ୍ରତଧାରୀମାନେ ନୀଳପର୍ବରେ ସାମିଲ ହୋଇ ନୀଳପୋଖରୀରେ ବୁଡ଼ ପକାଇଛନ୍ତି। ନୀଳପୋଖରୀରେ ନୀଳକାଠକୁ ଛୁଇଁ ସ୍ନାନ କରିବା ପରେ ଚନ୍ଦନେଶ୍ୱେରଙ୍କ ଦର୍ଶନ କଲେ ମନୋସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହଛି।</p><p>ଚନ୍ଦନେଶ୍ୱର ପୀଠରେ ଓଡିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗରୁ ବି ବହୁ ଭକ୍ତଙ୍କ ସମାଗମ ହୋଇଛି। ଆସନ୍ତାକାଲି ମାଳା ଚନ୍ଦନ ଏବଂ ପାଟଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos