କୁଡ଼ିଆ ଭିତରେ ବାବାଙ୍କ ତଣ୍ଟି କାଟିଲା କିଏ?   

ବଣେଇ (ରଣଜିତ ଚୌଧୁରୀ): ଜଙ୍ଗଲରେ ଭିତରେ ଏକ କୁଡ଼ିରେ ଜଣେ ବ୍ୟକ୍ତିଙ୍କୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କରାଯାଇଛି। ସେ ବାବାଜୀ ବୋଲି ଜଣାପଡ଼ିଛି। ତେବେ କିଏ କାହିଁକି ତାଙ୍କୁ ହତ୍ୟା କଲା ଜଣାପଡ଼ି ନାହିଁ। ଲହୁଣିପଡ଼ା ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଞ୍ଚଳରେ ଏକ ଛୁଟିଆ ଗାଁରେ ବାସ କରନ୍ତି ଖଇରୁ ନାଇକ। ତେବେ କିଛି ବର୍ଷ ହେବ ସେ […]

baba-murder-in-bonai

baba-murder-in-bonai

Manoranjan Sial
  • Published: Wednesday, 09 October 2019
  • Updated: 09 October 2019, 04:23 PM IST

Sports

Latest News

ବଣେଇ (ରଣଜିତ ଚୌଧୁରୀ): ଜଙ୍ଗଲରେ ଭିତରେ ଏକ କୁଡ଼ିରେ ଜଣେ ବ୍ୟକ୍ତିଙ୍କୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କରାଯାଇଛି। ସେ ବାବାଜୀ ବୋଲି ଜଣାପଡ଼ିଛି। ତେବେ କିଏ କାହିଁକି ତାଙ୍କୁ ହତ୍ୟା କଲା ଜଣାପଡ଼ି ନାହିଁ। ଲହୁଣିପଡ଼ା ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଞ୍ଚଳରେ ଏକ ଛୁଟିଆ ଗାଁରେ ବାସ କରନ୍ତି ଖଇରୁ ନାଇକ। ତେବେ କିଛି ବର୍ଷ ହେବ ସେ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ବାବାଜୀ ହୋଇଯାଇଥିଲେ। ସେ କୁଲିପୋଷ ଗାଁ ପାଖ ଜଙ୍ଗଲରେ ଏକ କୁଡ଼ିଆ କରି ରହୁଥିଲେ। ସବୁଦିନ ପରି ଗତକାଲି ରାତିରେ ଖଇରୁ ନାଇକ ଖାଇ ପିଇ ଶୋଇଥିଲେ। ତେବେ ଆଜି ସକାଳେ କୁଡ଼ିଆ ଭିତରେ ବାବା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ଅତି ବୀଭତ୍ସ ଭାବେ ତାଙ୍କ କଳାକାଟି ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଦେଖି ଖଇରୁଙ୍କ ପୁଅକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କେଉଁକାରଣରୁ ଖଇରୁଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ। ତେବେ ଗୁଣିଗାରେଡି ବା ଜମି ବିବାଦକୁ ନେଇ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story