ଦୁଇ ଦିନ ପରେ ସମସ୍ତଙ୍କୁ ମନର କଥା କହିବେ ବାବୁଶାନ୍‌ ମହାନ୍ତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଚେନ୍ନାଇରୁ ଫେରିଛନ୍ତି ଓଡ଼ିଆ ଅଭିନେତା ବାବୁଶାନ ମହାନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧା ବାପା-ମାଆଙ୍କ ପାଖକୁ ଯାଇଛନ୍ତି। ବାବୁଶାନ ଘରକୁ ଫେରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ମାଆ ଅପରାଜିତା ମହାନ୍ତି। ସେ କହିଛନ୍ତି, ଆପଣମାନଙ୍କ ସାହାଯ୍ୟ ଓ ସହଯୋଗ ବିନା ଜାଣେନି, ପୁଅ ଆସିଥାନ୍ତା କି ନାହିଁ। ବାବୁଶାନ ବହୁତ ଟାୟାର୍ଡ ଅଛି, ଏବେ ବିଶ୍ରାମ ନେଉଛି। ସେ କହିଛି ୨ ଦିନ ପରେ ସମସ୍ତଙ୍କୁ ମନର କଥା […]

babushan-mohanty

babushan-mohanty

Manoranjan Sial
  • Published: Wednesday, 27 July 2022
  • Updated: 27 July 2022, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଚେନ୍ନାଇରୁ ଫେରିଛନ୍ତି ଓଡ଼ିଆ ଅଭିନେତା ବାବୁଶାନ ମହାନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧା ବାପା-ମାଆଙ୍କ ପାଖକୁ ଯାଇଛନ୍ତି। ବାବୁଶାନ ଘରକୁ ଫେରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ମାଆ ଅପରାଜିତା ମହାନ୍ତି। ସେ କହିଛନ୍ତି, ଆପଣମାନଙ୍କ ସାହାଯ୍ୟ ଓ ସହଯୋଗ ବିନା ଜାଣେନି, ପୁଅ ଆସିଥାନ୍ତା କି ନାହିଁ। ବାବୁଶାନ ବହୁତ ଟାୟାର୍ଡ ଅଛି, ଏବେ ବିଶ୍ରାମ ନେଉଛି। ସେ କହିଛି ୨ ଦିନ ପରେ ସମସ୍ତଙ୍କୁ ମନର କଥା କହିବ ବୋଲି ଅପରାଜିତା ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି।

ଚେନ୍ନାଇରେ ଉତ୍କଳ ଆସୋସିଏସନ୍‌ ଅଫ୍‌ ମାଡ୍ରାସ୍‌ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସେଲିବ୍ରେସନ ଓ ‘ଦମନ୍‌’ ଫିଲ୍ମ ପ୍ରମୋସନରେ ଯାଇଥିଲେ ବାବୁଶାନ୍‌। ତାଙ୍କ ସହ ପ୍ରକୃତି ମିଶ୍ର ଯାଇଥିଲେ। ବିବାଦ ପରେ ମଙ୍ଗଳବାର ଚେନ୍ନାଇରୁ ଫେରିଥିଲେ ପ୍ରକୃତି ମିଶ୍ର। ହେଲେ ବାବୁଶାନ ଫେରିନଥିଲେ। ଯାହାକୁ ନେଇ ନାନା ଚର୍ଚ୍ଚାରେ ଲାଗି ରହିଥିବା ବେଳେ ‘ଦମନ୍‌’ ଫିଲ୍ମ ଟିମ୍‌ ବୟାନ୍‌ ସାମ୍ନାକୁ ଆସିଥିଲା। ଟିମ୍‌ ପକ୍ଷରୁ କୁହାଯାଇଥିଲା, ଗଣ୍ଡଗୋଳକୁ ନେଇ ପୂରା ଡିଷ୍ଟର୍ବ ଥିଲେ ବାବୁଶାନ। ଦର୍ଶକଙ୍କୁ ଆଡ୍ରେସ କରିବା ଅବସ୍ଥାରେ ନଥିଲେ। ତାଙ୍କ ମାନସିକ ସ୍ଥିତିକୁ ଦେଖି ଷ୍ଟେଜକୁ ନଯିବାକୁ କହିଥିଲୁ। ଆଉ ଫିଲ୍ମ ପ୍ରମୋସନ ପରେ ହୋଟେଲକୁ ଆସିଲା ବେଳକୁ ବାବୁଶାନ ରାତି ୧୦ଟା ୫୦ରେ ଚେକଆଉଟ୍‌ କରିଦେଇଥିଲେ ବୋଲି ପ୍ରଯୋଜକ କହିଥିଲେ।

ଟିମ୍‌ ‘ଦମନ’ର ଏଭଳି ମନ୍ତବ୍ୟକୁ ସମୂର୍ଣ୍ଣ ଭୁଲ ବୋଲି କହିଛନ୍ତି ବାବୁଶାନଙ୍କ ଟିମ୍‌। ‘ଦମନ’ ମୁଭିର ପ୍ରମୋସନ ପାଇଁ ବାବୁଶାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ହେଲେ ଫିଲ୍ମ ପ୍ରଯୋଜକ ତାଙ୍କୁ ଫେରିଯିବାକୁ କହିଥିଲେ। ତା’ସହ ବ୍ୟକ୍ତିଗତ କଥାରେ ପଶିବାକୁ ଚେଷ୍ଟା କରିଥିଲେ। ଏମିତିକି ‘ଦମନ’ ଫିଲ୍ମଠାରୁ ଦୂରେଇ ରହିବା ସହ ବାବୁଶାନଙ୍କ ଅନୁପସ୍ଥିତିରେ ମୁଭି ରିଲିଜ ପାଇଁ କୁହାଯାଇଥିଲା। ଯାହା ବାବୁଶାନ ଓ ତାଙ୍କ ଟିମକୁ ଅପମାନ ସହ ମାନସିକସ୍ତରରେ ଆଘାତ ପହଞ୍ଚାଇ ଥିଲା ବୋଲି ବାବୁଶାନଙ୍କ ଟିମ୍‌ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story